Odia News Portal

ଏଣିକି କନଫର୍ମ ଟିକେଟ୍ ସେୟାର କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ () ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡର ଭଲ ନିଷ୍ପତି । ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ । ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ…

ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର

ଭୁବନେଶ୍ୱର() ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର । ଏନେଇ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍,…

ଜିରୋ casualty ମୂଳମନ୍ତ୍ର ନେଇ ଆଗେଇଛି ଓଡ଼ିଶା:ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର() ଆଜି ସାମ୍ବାଦିକ ସମ୍ମିଳନୀ କରି ଶାହଙ୍କ ଓଡ଼ିଶାକୁ ପ୍ରଶଂସା, ଦୁଷ୍କର୍ମ, କୃଷି କ୍ଷେତ୍ରର ବିକାଶ ଆଦି ଅନେକ ପ୍ରସଙ୍ଗରେ ପ୍ରତିକି୍ରୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ସିଂ ମିଶ୍ର । ସେ କହିଛନ୍ତି, ଖୁବ ଶୀଘ୍ର କିଛି ଜେଲରେ video conferencing ବ୍ୟବସ୍ଥାରୁ…

୧୦ ଜିଲ୍ଲାରେ ଦୁଇଦିନ ବର୍ଷା ଲାଗି ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟର ୧୦ ଜିଲ୍ଲାକୁ ବର୍ଷା ଲାଗି ସତର୍କତା ସୂଚନା ଦିଆଯାଇଛି । ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସତର୍କ ଜାରି କରାଯାଥିବା ୧୦ଟି ଜିଲ୍ଲା ହେଉଛି ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, କଳାହାଣ୍ଡି,…

କ୍ରିକେଟ ଖେଳ ହେଲା କୃଷି ନିର୍ଦ୍ଦେଶାଳୟକୁ କାଳ

ଧରାପଡିଥିବା ଯୁବକ କ୍ରିକେଟ ଖେଳିବାକୁ ଆସି ପାଇଥିଲେ ଠିକା ନିଯୁକ୍ତି ଭୁବନେଶ୍ୱର : ଲାଞ୍ଚ କାରବାରରେ ଜେଲ୍‍ ଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ରାଜ୍ୟରେ ଚହଳ ପଡିଥିବାବେଳେ ଟଙ୍କା ସହ ଧରାପଡିଥିବା ଯୁବକଙ୍କ ସଂକ୍ରାନ୍ତରେ ରୋଚକ ତଥ୍ୟ ମାନ ପଦାକୁ ଆସିବାରେ ଲାଗିଛି ।…

ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାଗ ବଦଳିଯାଇଛି । ସବୁଠି ମେଘୁଆ ଓ କୋହଲା ପାଗ । ରାତି ତାପମାତ୍ରା ବଢ଼ିଥିବାବେଳେ ଦିନରେ ପାରଦ ଖସିଛି । ବୁଧବାର ରାଜ୍ୟରେ କେତେକ ଜାଗାରେ ହାଲୁକା ବର୍ଷା ହୋଇଥିବାବେଳେ ଗୁରୁବାର କିଛି ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆଉ ୨ ଦିନ ପାଗ ମେଘୁଆ ରହିବ ।…

୨୦୨୦ ଆରମ୍ଭରୁ ଖାକିରେ ଦାଗ

ଭୁବନେଶ୍ବର : ବର୍ଷ ଆରମ୍ଭରୁ ଖାକିରେ ଲାଗିଲା ଦାଗ । ପୁରୀରେ ଜଣେ ପୁଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଜଣେ ପୁଲିସ ବାବୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜଣେ ଏଏସ୍‌ଆଇ…

ଓଡ଼ିଶାକୁ ପୁଣି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ବିପର୍ଯ୍ୟୟ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁହଁରେ ପୁଣି ଓଡ଼ିଶାର ପ୍ରଶଂସା। ସେ କହିଛନ୍ତି, ନିକଟରେ ୩ଟି ବାତ୍ୟା ଫାଇଲିନ୍‌, ହୁଡ୍‌ହୁଡ ଓ ଫନି ବାତ୍ୟା ଆସିଥିଲା। ସେଥିରେ ୬୪ ଜଣଙ୍କ ପ୍ରାଣହାନୀ ଘଟିଛି। ୧୯୯୯ ମହାବାତ୍ୟାରେ ୧୦ ହଜାର ଜଣଙ୍କ ମୃତ୍ୟୁ…

୫ ଦିନ ହେଲା CRPF ଯବାନ ନିଖୋଜ

ରାୟଗଡ଼ା : ୫ ଦିନ ହେଲା CRPF ଯବାନ ନିଖୋଜ। ରାୟଗଡ଼ା ଜିଲ୍ଲା CRPF ଚତୁର୍ଥ ବାଟାଲିଆନର ଜଣେ ହାବିଲଦାର ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ ଓ ଘର ଉତ୍ତରପ୍ରଦେଶରେ। ସେ ବାଭ୍ରୋ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୨୯ ତାରିଖରୁ ରାୟଗଡ଼ା ଜିଲ୍ଲା ମହୋତ୍ସବ ଚଇତି ପର୍ବରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ କରାଇପାରନ୍ତି। କର୍ମାଧିପତି…