କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା, ୨ ମୃତ-୩ ଗୁରୁତର
କଟକ: ନୂଆବର୍ଷ ଆଣିଲା ଦୁଃଖ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର। କଟକ-ଚାନ୍ଦବାଲି ରାସ୍ତା ଦୁହୁରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ନୂଆବର୍ଷରେ ୨ଟି ପରିବାର ଏକ କାରରେ ପୁରୀରୁ ମହାପ୍ରଭୂଙ୍କ ଦର୍ଶନ ସାରି ଫେରୁଥିଲେ।
ଏହି…
