Odia News Portal

ସାଧାରଣତନ୍ତ୍ର ଦିବସରେ ପତକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ପତକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତକା ଉତ୍ତୋଳନ କରିଥାନ୍ତି । ହେଲେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କଟକ ଯିବେ ନାହିଁ ବୋଲି…

ଭାରତୀୟ ସେନାରେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ () ଭାରତୀୟ ସେନାରେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ…

ଫାଶୀ ପୂର୍ବରୁ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ () ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ସମସ୍ତଙ୍କ ନଜର ଏବେ ଫେବୃଆରୀ ପହିଲା ଉପରେ ଅଛି । ତେବେ…

କୋଲ୍‌କାତାରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ୨୦୧୯-୨୦

ଭୂବନେଶ୍ୱର : ୟୁନିଭର୍ସ ଅଫ୍ ପ୍ରାଇଡ୍‌କୁ ଜୀବନ୍ତ କରି ସେଲିବ୍ରେଟେଡ୍ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ପାରମ୍ପରିକ ରନ୍େ‌ୱ ଶୋ’ଏହାର ୧୫ତମ ସଂସ୍କରଣରେ ଫ୍ୟାଶନର ଏକ ନୂତନ ଚେହେରାକୁ ଉନ୍ମୋଚନ କରିବାକୁ ଯାଉଛି । ଏହି ଟୁର୍ କୋଲ୍‌କାତାଠାରେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର୍ ଅନାମିକା…

ଆଜି ପ୍ରଥମ ଟି-୨୦ : ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ ଟି-୨୦ ମୁକାବିଲା । ସରିଜର ପ୍ରଥମ ମ୍ୟାଚ୍ ନ୍ୟୁଜଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ଭାରତକୁ ଫେଭରାଇଟ କୁହାଯାଉଥିଲେ ବି ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଏତେଟା ସହଜ ନୁହେଁ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।…

ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ପୁଞ୍ଚିଲାଲଙ୍କୁ ଜାମିନ୍‌ ମିଳିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ପୁଞ୍ଜିଲାଲଙ୍କୁ ୪ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ ।…

ଆଜି ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ଷ୍ଟ୍ରିଟ ଡ୍ୟାନ୍ସର 3D

ମୁମ୍ବାଇ : ଆଜି ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର 3D । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧଓ୍ଵନ, ଶ୍ରଦ୍ଧା କପୁର ଓ ପ୍ରଭୁ ଦେବା। ନୋରା ଫତେହୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମରେ ବରୁଣ, ଶ୍ରଦ୍ଧା ଓ…

ଦୁର୍ନୀତିରେ ଲିପ୍ତ ନେତା ଅଫିସରଙ୍କ ଉପରେ ଭିଜିଲାନ୍ସ ଚୋଟ, ଦେବାଶିଷଙ୍କ ନେତୃତ୍ୱରେ ଭିଜିଲାନ୍ସ ସକ୍ରିୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିକୁ କୌଣସି ସ୍ତରରେ ପ୍ରଶୟ ଦିଆଯିବ ନାହିଁ ବୋଲି କହିବାପରେ ଓଡିଶା ଭିଜିଲାନ୍ସ ଏବେ ସକ୍ରିୟ । ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ଛୋଟ ହେଉ କିମ୍ବା ବଡ ଦୁର୍ନୀତିରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରି ହାଜତକୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କର୍ମାଧିପ କର୍ମକ୍ଷେତ୍ରକୁ ଯାଉଥିବାରୁ ଆଜି ଆପଣଙ୍କର କର୍ମତତ୍ପରତା, ବନ୍ଧୁମିଳନ, ଦୂରଯାତ୍ରାରୁ ସଫଳତା ପାଇବେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ରାସ୍ତାକାମ, ଘରତିଆରି କିମ୍ବା ଯାନବାହନ, କଳକବ୍ଜା ସମ୍ବନ୍ଧୀୟ…

ଗିରଫ ହେଲେ ବିଧାୟକ ଅନାମ ନାଏକ

ଜୟପୁର () ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ । ଅନାମ ନାଏକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିଧାୟକ । ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂଚନା ଦେଇଛନ୍ତି । ନିକଟରେ ଅନାମଙ୍କ ଘରେ ରେଡ…