Odia News Portal

ନିଆଁରେ ପୋଡି ଯାଇ ୩ ଶିଶୁଙ୍କ ମୃତ୍ୟୁ

ଧର୍ମଗଡ଼()  ନିଆଁରେ ପୋଡି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାର କୋକସରା ଥାନା ମହିମା ପଞ୍ଚାୟତ ବିଜମରା ଗାଁରରେ । ସୂଚନା ଅନୁସାରେ ହେମରାଜ ଦିଶାରୀଙ୍କ ଯାଆଁଳା ଝିଅ ରୋଜି ଓ ଡେଜି ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା କୁଣ୍ଡିଗୁଡ଼ାର…

ଏଣିକି ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର () ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା…

ପୁଲିସ ଧରୁ ବା ନଧରୁ ଦେବାକୁ ପଡ଼ିବ ଜୋରିମାନା’

ଭୁବନେଶ୍ୱର()  ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ…

IFSC codeର ଫୁଲ୍ ଫର୍ମ ଜାଣନ୍ତୁ

ଦୈନିକ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ଏହି ଶଦ୍ଧର ମାନେ ତ ଆମେ ଜାଣିଥାଉ ହେଲେ ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଆଜି ଆପଣଙ୍କୁ IFSC କୋଡ ର ଫୁଲ୍ ଫର୍ମ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଆସନ୍ତୁ ଜାଣିବା ... ବ୍ୟାଙ୍କରେ ଥିବା…

୨୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ 27ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟରୁ 5ଟି ପ୍ରକଳ୍ପର ଉଦଘାଟନ କରାଯାଇଥିଲା ବେଳେ 22ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଚନ୍ତି । ଏହିସବୁ ପ୍ରକଳ୍ପରେ 8938 କୋଟି 81 ଲକ୍ଷ ଟଙ୍କାର…

ସୁନା ଦୋକାନିଙ୍କୁ ଜରିମାନା

ଭୁବନେଶ୍ୱର()  ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ମାସ ୨୨ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରାଯାଇଥିଲା। ଏହି ୪ ଦିନରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା,…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା ଆଜି

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା। ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅପରାହ୍ନ ଦିନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା- ଏନସିପି-କଂଗ୍ରେସର ମିଳିତ ଆଘାଡ଼ି। ଶକ୍ତି ପରୀକ୍ଷଣ ପାଇଁ ବିଧାନସଭାର ସ୍ୱତନ୍ତ୍ର…

ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍ ବୟସ କେତେ ଜାଣନ୍ତୁ…

ବିବାହ କରିବା ଏକ ପବିତ୍ର ଅନୁଷ୍ଠାନ । ତେବେ ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ ତଥା ନିଜ ନୂଆ ଜେନେରେଶନ ଆରମ୍ଭ କରିଥାଏ। ତେବେ ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍‌ ସମୟ ଓ ବୟସ…

ଚୋରଙ୍କ ସହ ଚୋରା ପୀରତିରେ ଖାକି ବାବୁ

ଭୁବନେଶ୍ୱର : ଚୋରଙ୍କ ସାଙ୍ଗରେ ରାଜଧାନୀ ପୁଲିସ ବାବୁଙ୍କର ଚୋରା ପୀରତି ଏବେ ଚର୍ଚ୍ଚାରେ । ଚୋରକୁ ଧରି ତାହା ଠାରୁ ଚୋରି ଜିନିଷ ହାତେଇ ଛାଡିଦେବା ଓ ଚୋରି ଜିନିଷ ଆଣିବାକୁ କହି ଚୋରଙ୍କ ଗାଡିକୁ ବନ୍ଧା ରଖିବାର ଚର୍ଚ୍ଚା ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ବିଶ୍ୱସ୍ତ ସୂତ୍ରରୁ…

ସ୍ୱପ୍ନରେ ବଜରଙ୍ଗବଲୀଙ୍କୁ ଦେଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏଭଳି ଏକ ଉପାୟ ରହିଛି ଯାହା ଦ୍ୱାରା ଭଗବାନ ବଜରଙ୍ଗବଲୀ ସ୍ୱପ୍ନରେ ଆସି ସାଧକଙ୍କ ମନୋସ୍କାମନା ପୂରଣ ହେବାର ଆଶୀର୍ବାଦ ଦେଇଥାନ୍ତି। ଏହି ଉପାୟକ ଆପଣ ହନୁମାନ ଜୟନ୍ତୀ କିମ୍ବା ଅନ୍ୟ କୌଣସି ଶୁଭଦିନରେ…