ଲୁଡୁ ଖେଳରୁ ଯୁବକଙ୍କୁ ଛୁଡା ମାଡ
ଭୁବନେଶ୍ବର : ଲୁଡୁ ଖେଳରୁ ଗଣ୍ଡଗୋଳ। ଲୁଡୁ ଖେଳ ବେଳେ ବଚସା ହେବା ପରେ ଯୁବକଙ୍କୁ ଛୁଡା ମାଡ ହୋଇଛି।ରମ୍ଭା ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଗୁରୁତର ହୋଇଛନ୍ତି କେ. ଦୁର୍ଯ୍ୟୋଧନ ରେଡି । ଗୁରୁତର ଅବସ୍ଥାରେ ପ୍ରଥମେ ଗଞ୍ଜାମ ଓ ପରେ ବ୍ରହ୍ମପୁର ବଡ଼…
