ଆଜି ଟ୍ରଫି ପାଇଁ ବାରବାଟୀରେ ଲଢ଼େଇ
କଟକ : ଆତ୍ମବିଶ୍ୱାସରେ ଭରା ଭାରତୀୟ କ୍ରିକେଟ୍ ଦଳ ଆଜି ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ । ଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୦ମ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ନେଇ ଦଳ ପଡ଼ିଅ ।କୁ ଓହ୍ଲାଇବ । ୱେଷ୍ଟଇଣ୍ଡିଜ…
