ଘରୁ ଏସବୁ ଜିନିଷକୁ ତୁରନ୍ତ ହଟାନ୍ତୁ : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ
ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଧନ ଅର୍ଜନ କରିବାକୁ ଚାହିଁଥାଆନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ବେଳେ ବେଳେ ଏମିତି ହୁଏ ଯେ, ଯେତେ ପରିଶ୍ରମ କରି ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ତଥା ଦାରିଦ୍ର୍ୟତା ଲାଗି ରହିଥାଏ। ଏହାସହିତ ଘରେ ଅନେକ ସମସ୍ୟା ଦେଖାଦେଇ…
