ଆସନ୍ତୁ ଘରେ ପ୍ରସ୍ତୁତ କରିବା, କଦଳୀ ପତ୍ର ଶୁଖୁଆ ମସଲା
ଆବଶ୍ୟକ ସାମଗ୍ରୀ- ନଡ଼ିଆ ଫାଳି ଶୁଖୁଆ, ଟମାଟୋ, କଞ୍ଚାଲଙ୍କା, ପିଆଜ, ଧନିଆ ଗୁଣ୍ଡ, ରସୁଣ-ଅଦା-କଞ୍ଚାଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ବଟା, ରିଫାଇନ୍ ତେଲ ଓ କଦଳୀ ପତ୍ର।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଶୁଖୁଆକୁ କାଟି ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହାପରେ…
