Odia News Portal

ଏଣିକି ପୁଲିସକୁ ଫୋନ କଲେ ମିଳିବ ରକ୍ତ

ଭୁବନେଶ୍ୱର() ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ, ଟ୍ୱିଟର ବା ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ଅର୍ଥାତ୍ ଆପଣଙ୍କ ବ୍ଲଡ ଗ୍ରୁପ୍ ନଥିଲେ ଆପଣଙ୍କୁ ତୁରନ୍ତ ଡୋନର ଯୋଗାଇ ଦେବ ପୋଲିସ । ଏହିଭଳି ସୁବିଧା ଆଜିଠାରୁ…

ଏହି ଅଭିନେତ୍ରୀ ୯ ବର୍ଷ ଲିଭ୍ଇନ୍ରେ ରହିବା ପରେ ବାହା ହେଲେ ଆଉ ଜଣଙ୍କୁ

ମୁମ୍ବାଇ() ଅଭିନେତ୍ରୀ ବିପାଶା ବସୁ ବହୁ ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ ଜିସ୍ମ୍ ଫିଲ୍ମରେ ଜନ୍ ଆବ୍ରାହମ୍ଙ୍କ ସହିତ ବିପାଶଙ୍କର କ୍ଲୋଜ୍ ଅପ୍ ସିନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ରିଲ୍ ଲାଇଫ୍ ପରି ରିୟଲ ଲାଇଫ୍ରେ ମଧ୍ୟ…

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ପଚରା ଯିବନି ଶେଷ ଇଚ୍ଛା

ଭୁବନେଶ୍ୱର() ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି ପଚରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ…

ଆସନ୍ତାକାଲି ଚଳାଚଳ କରିବନି ଘରୋଇ ବସ

ଭୁବନେଶ୍ୱର() କାଲି ଗଡ଼ିବନି ବସ୍ । ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍ ମାଲିକ ସଙ୍ଘ ନିଷ୍ପତ୍ତି ନେଇଛନ୍ତି। ୧୨ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏନ୍ଡିଏ ସରକାରଙ୍କ ‘ଦମନକାରୀ…

ଜାନୁୟାରୀ ୨୨ରେ ଫାଶି ଦଣ୍ଡ

ନୂଆଦିଲ୍ଲୀ() ଜାନୁଆରୀ ୨୨ରେ ନିର୍ଭୟା ଦୋଷୀଙ୍କୁ ଫାସି ଦିଆଯିବ । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ ।ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ୧୬ ଡିସେମ୍ବର ୨୦୧୨ରେ ଦିଲ୍ଲୀର ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ…

ବାରିପଦାରେ ଖୋଲିଲା କିସ

ଭୁବନେଶ୍ୱର() ମୟୁରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀ ଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁÂାନିକ…

ପାଣ୍ଡିଆନଙ୍କ ଅଚାନକ ଝାରସୁଗୁଡା ଗସ୍ତ

ଝାରସୁଗୁଡା () ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅଚାନକ ଭାବେ ଝାରସୁଗୁଡା ଗସ୍ତରେ ଯାଇଁ ମୁଖ୍ୟ ଡାକ୍ତରଖାନାରେ ଯାଇଁ ପହଂଚିଛନ୍ତି । ପାଣ୍ଡିଆନ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ବର୍ଷା ହେବ। ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।…

ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ

ଭୁବନେଶ୍ୱର() ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି,“ ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ । ଲୋକଙ୍କ ପାଖରେ କାମ ନାହିଁ । ସବକା ସାଥ ବିକାଶ କଥା କହୁଥିବା ଦଳ ଏବେ ସବକା…

ଆଜି ଦ୍ୱିତୀୟ ଟି-୨୦ : ମୁକାବିଲା ପାଇଁ ଉଭୟ ଦଳ ପ୍ରସ୍ତୁତ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । ଇନ୍ଦୋର ମୁକାବିଲା ପାଇଁ ଉଭୟ ଦଳ ଝାଳ ବୁହା ଅଭ୍ୟାସ କରିଛନ୍ତି । ରବିବାର ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷାରେ ଧୋଇଯାଇଥିଲା ।