Odia News Portal

ଖୁବଶୀଘ୍ର ହାଇସ୍କୁଲରେ ନିଯୁକ୍ତି ହେବେ କମ୍ପ୍ୟୁଟର ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ହାଇସ୍କୁଲ୍ରେ ଖୁବଶୀଘ୍ର ନିଯୁକ୍ତି ପାଇବେ କମ୍ପ୍ୟୁଟର ଶିକ୍ଷକ । ରାଜ୍ୟରେ ୪ ହଜାର ସ୍କୁଲ୍ ସଉଞ-ଖବଭରେ ଖାଲି ପଡ଼ିଛି ପଦବୀ । ଗତ ଏପ୍ରିଲ ମାସରୁ ସ୍କୁଲଗୁଡିକରେ ଥିବା ସଉଞ-ଖବଭ ବନ୍ଦ ହୋଇଯାଇଛି । ଲ୍ୟାବରେ କାର୍ୟ୍ୟରତ କମ୍ପ୍ୟୁଟର ସଂଯୋଜକ ମାନଙ୍କର ୫ ବର୍ଷିଆ କାର୍ୟ୍ୟକାଳ…

୫ଟିରେ କୃଷି ବିଭାଗ

ଭୁବନେଶ୍ୱର() ଉଚ୍ଚ ଶିକ୍ଷା ବିଭାଗ ପରେ ୫ଟି ଅଧୀନକୁ ଆସିଲା କୃଷି ବିଭାଗ । ଆଜି ଠାରୁ ୫ଟି ଅଧୀନରେ କାର୍ଯ୍ୟ କରିବ ରାଜ୍ୟ କୃଷି ବିଭାଗ । କୃଷି ବିଭାଗ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ ନିଆଯିବ ।ଚାଷୀଙ୍କ ଆୟ…

ବଦଳୁଛି ଓସା ରାଜନୀତିର ରଙ୍ଗ

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ରେ ରାଜନୀତିର ରଙ୍ଗ ବଦଳୁଛି । ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀ ଅନ୍ୟମାନଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଏକ ସ୍ୱତବ ଗୋଷ୍ଠି ଗଠନ କରିଥିବାବେଳେ ଅତୀତରେ ଜାତି ରାଜନୀତିରେ ସଂଘର ନେତୃତ୍ୱ ସାଙ୍ଗକୁ ସଂଘ କାର୍ଯ୍ୟାଳୟକୁ ଦଖଲକୁ…

ରଣଜୀ ସିଜିନ୍ ଓଡ଼ିଶାର ବିଜୟ ଆରମ୍ଭ : ସୁଜିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍

ରାୟପୁର : ଇଂନିସ ବିଜୟ ସହ ଓଡିଶା ଆରମ୍ଭ କରିଛି ଚଳିତ ରଣଜୀ ସିଜିନ୍ । ରାୟପୁରରେ ଖେଳାଯାଇଥିବା ମ୍ୟାଚରେ ଓଡିଶା, ଛତିଶଗଡକୁ ଗୋଟିଏ ଇଂନିସ ଓ ୩ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଛତିଶଗଡ ୧୩୪ ରନ କରିଥିଲା । ଜବାବରେ ୨୧୫ ରନ୍ କରି ଓଡିଶା ୮୧ ରନରେ ପ୍ରଥମ ଇଂନିସ ଆଗୁଆ…

କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଆଜ ଦର ବୃଦ୍ଧି ଉପରେ ଦୁହେଁ ଆଲୋଚନା କରିଛନ୍ତି। ଅଧିକ ପରିମାଣର ପିଆଜ ରାଜ୍ୟକୁ ଯୋଗାଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ…

ଶେଷ ମ୍ୟାଚ୍ ରେ ଦମ ଦେଖାଇଲା ଭାରତ, ୨-୧ରେ ଛଡ଼ାଇ ନେଲା ଟି-୨୦ ସିରିଜ୍‌

ମୁମ୍ବାଇ : ଠିକଣା ସମୟରେ ଅସଲ ରୂପ ଦେଖାଇଲେ ଭାରତର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ । ଆଉ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ୬୭ ରନ୍‌ରେ ହରାଇ ଭାରତ ୨-୧ରେ ଟି-୨୦ ସିରିଜ୍‌ ଜିତିଲା । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୩ ଓ୍ଵିକେଟ୍‌ରେ ୨୪୦…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ : ନିଜର ଅଧିକାର ପ୍ରତି ସଚେତନ ହେବାକୁ ପଡିବ । ମନରେ ଅହଂକାର ଭାବ ଜାତହେବ । ଏକ ଉନ୍ନତିମୂଳକ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିବେ । କୌଣସି କାର୍ଯ୍ୟ ପ୍ରତିରୋଧ ସତ୍ତ୍ବେ ଆଗକୁ ମାଡ଼ି ଚାଲିବେ । ଉଦାର ସ୍ୱଭାବର ହୋଇପାରନ୍ତି । ବୃଷ : ଆଜି ଦିନଟି…

ମିଶନ ଶକ୍ତି ମେଳାରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ମିଶନ ଶକ୍ତି ମେଳାକୁ ବହୁ ସଂଖ୍ୟାରେ ଲୋକ ଆକର୍ଷିତ ହେଉଛନ୍ତି । ଏଭଳି ମେଳା ଦେଶରେ ଅଦ୍ୱିତୀୟ ହୋଇଥିଲା ବେଳେ ଏହା ପ୍ରକୃତରେ ମହିଳା ସଶକ୍ତିକରଣ ଓ ଆତ୍ମ ବିଶ୍ୱାସର ଦୃଷ୍ଟାନ୍ତ ସୃଷ୍ଟି କରିଛି । ମେଳା ଆରମ୍ଭରୁ ସାଧାରଣରେ…

ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ବିଲ୍ ସପକ୍ଷରେ ୧୨୫ଟି ଭୋଟ ପଡିଥିବା ବେଳେ ଏହାର ବିରୋଧରେ ୧୦୫ଟି ଭୋଟ୍ ପଡିଥିଲା। ଆଜି ସକାଳ ୧୨ଟାରେ ଗୃହମନ୍ତ୍ରୀ…

ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଯାଜପୁର ଟାଉନ : ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଜହ୍ନା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା…