ଇତିହାସ ରଚିଲେ ରୋହିତ ଶର୍ମା
ମୁମ୍ବାଇ : ଓ୍ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳାଯାଉଥିବା ତୃତୀୟ ଟି୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟସମ୍ୟାନ ତଥା ହିଟମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଏକ ବଡ ରେକର୍ଡ ହାସଲ କରିଛନ୍ତି। ରୋହିତ ଏହି ମ୍ୟାଚରେ ଗୋଟିଏ ଛକା ମାରି ଟେଷ୍ଟ, ଦିନିକିଆ ଓ ଟି୨୦ରେ ନିଜର ୪୦୦ ଛକା ପୂରଣ କରିଛନ୍ତି।…
