Odia News Portal

ମହାଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ନୂଆବର୍ଷରୁ ଅର୍ଥାତ ଜାନୁଆରୀ ୧ ତାରିଖରୁ ରୋଷେଇ ଗ୍ୟାସ ଦର ବଢିଯାଇଛି । ଦେଶର ପ୍ରମୁଖ ମହାନଗରୀ ଗୁଡିକରେ ରନ୍ଧନ ଗ୍ୟାସ ଦର ପାଖାପାଖି ୧୯ ଟଙ୍କା ପର୍ଯ୍ୟନ୍ତ ବଢିଥିବା ଜଣାଯାଇଛି । ଆଜିଠାରୁ ଦିଲ୍ଲୀରେ ୧୪.୨ ଓଜନର ଗ୍ୟାସ ପାଇଁ ଖାଉଟି ମାନଙ୍କୁ ସିଲିଣ୍ଡର ପିଛା ୭୧୪ ଟଙ୍କା…

ବିଦ୍ୟୁତ ତାର ଛିଡି ମା ଝିଅ ମୃତ

ନୂଆପଡା : ନୂଆ ବର୍ଷରେ ଦୁଃଖର ଖବର । ନୂଆପଡା ଜିଲ୍ଲା ସିନାପାଲି ମଖା ପଦର ଗାଁରେ ବିଦ୍ୟୁତ ତାର ଛିଣ୍ଡି ଦୁଇ ଜଣଙ୍କ ଜୀବନ ଯାଇଛି । ମୃତକ ଦୁଇ ଜଣ ହେଲେ ମା ଓ ଝିଅ । ୧୧ କେଭି ତାର ଛିଣ୍ଡିବାରୁ ଉଭୟ ଆଖି ବୁଜିଛନ୍ତି । ଆଜି ଛାତ ଉପରେ କାମ କଲାବେଳେ ହଠାତ ବିଦ୍ୟୁତ ତାର ଛିଣ୍ଡି…

୧ ଲକ୍ଷ କୋଟି ପାର କଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ()   କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି । ଡିସେମ୍ୱର ମାସରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ନଭେମ୍ୱର ମାସରେ ସମୁଦାୟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ଏକାଠି ହୋଇଥିଲା । ସେହିପରି ଡିସେମ୍ୱର ମାସରେ ଏହି ସଂଖ୍ୟା ୧,୦୩,୧୮୪ କୋଟି ଟଙ୍କା ରହିଛି । ତିନି ମାସର…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୮ ଜିଲ୍ଲାକୁ ସତର୍କ ସୂଚନା । ଉତ୍ତର ଓଡିଶା ଏବଂ ଏହାର ଆଖପାଖ ଅଂଚଳରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କହିଛନ୍ତି ଆଚଂଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୮ଟି ଜିଲ୍ଲାରେ…

ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ, ଦେଖନ୍ତୁ ଏହି ଫଟୋ

ମୁମ୍ବାଇ() ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର ଫଟୋ ଶେୟାର କରି ସେ ଦର୍ଶକଙ୍କୁ ବାନ୍ଧି ରଖିଥିବା କୁହାଯାଏ। ଏବେ ତାଙ୍କ ନୂଆବର୍ଷ ଛୁଟି କାଟିବା ସମୟର ଗୋଟିଏ ଫଟୋ ଚର୍ଚ୍ଚାରେ। ମାତ୍ର ଏକ ଘଣ୍ଟାରେ ଚାରି ଲକ୍ଷରୁ…

ନୂତନ ସିଡିଏସ୍ ପାଇଁ ନୂତନ ୟୁନିଫର୍ମ, ଜାଣନ୍ତୁ ପୋଷାକର ବିଶେଷତ୍ୱ

ନୂଆଦିଲ୍ଲୀ()  ନୂତନ ସିଡିଏସ୍ ପାଇଁ ନୂତନ ୟୁନିଫର୍ମ ପ୍ରସ୍ତୁତ ହୋଇ ସାରିଛି। ଏହାର ରଙ୍ଗ ଅଲିଭ୍ ଗ୍ରୀନ୍ ରହିଛି କିନ୍ତୁ ଏଥିରେ ବ୍ୟାଚ୍ ଓ ଷ୍ଟାର ଅଲଗା ରହିବ। ଆଡିଶନାଲ ଡାଇରେକ୍ଟର ଜେନେରାଲ ଅଫ ପବ୍ଲିକ୍ ଇନଫରମେଶନ ଗତ ମଙ୍ଗଳବାର ୟୁନିଫର୍ମରେ ଲଗାଯିବାକୁ ଥିବା ବ୍ୟାଚ୍ ଓ ଅନ୍ୟ ସବୁ…

ବ୍ୟାନ୍ ହେଲା TikTok

ନୂଆଦିଲ୍ଲୀ() ବ୍ୟାନ୍ ହେଲା ଟିକଟକ୍ । ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଏଣିକି ଆମେରିକାର ଆର୍ମି ସୋଲଜର୍ସ ଏହାକୁ ବ୍ୟବହାର କରିପାରିବେ ନାହିଁ । ସୂଚନାଅନୁସାରେ, ଦେଶର ସୁରକ୍ଷା ଉପରେ ବିପଦ ଦର୍ଶାଇ ସବୁଠାରୁ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି…

ସେନା ରାଜନୀତି ଠାରୁ ଦୂରରେ ରୁହେ

ନୂଆଦିଲ୍ଲୀ() ନୂଆବର୍ଷର ପ୍ରଥମ ଦିନରେ ଦେଶର ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ବିପିନ ରାଓ୍ୱତ। ଗତକାଲି ସେ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ।ବିପିନ ରାଓ୍ୱତ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର…

ନବୀନ ସବୁବେଳେ ଶାଳୀନତା ରକ୍ଷା କରନ୍ତି: ଦାମ

ଭୁବନେଶ୍ୱର() ନୂଆବର୍ଷ ଅବସରରେ ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକି୍ରୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଜୀବୀ ହୁଅନ୍ତୁ। ଆଉ ଅଧିକ ଦିନ ଶାସନ କରନ୍ତୁ। ଅଧିକ ସଫଳତା ହାସଲ କରନ୍ତୁ। ସେ ଆହୁରି କହିଛନ୍ତି,“ନବୀନ ବାବୁ ମିଷ୍ଟ ଭାଷୀ। ସେ ସବୁବେଳେ ଶାଳୀନତା ରକ୍ଷା…

ନୂଆବର୍ଷରେ ବଡ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ() ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ନୂଆବର୍ଷରେ ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ । ଶିବନ କହିଛନ୍ତି, ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ତୁତୁକୋରିନରେ ଏଥିପାଇଁ ସ୍ଥାନ…