Odia News Portal

ଲିଙ୍ଗରାଜ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର() ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ଦିରର ଭଜନ ମଣ୍ଡପ, ଏବଂ ଏକାମ୍ର ସାଂସ୍କୃତିକ ପ୍ରକାଶନି ପାଇଁ ନୂଆ କୋଠା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୫ କୋଟି ଟଙ୍କା ।…

ହାଡ଼ଭଙ୍ଗା ଶୀତରେ ଥରହର ସାରା ଓଡ଼ିଶା

ଭୁବନେଶ୍ୱର ()  ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା…

ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି: ପ୍ରଦୀପ ମାଝୀ

ଭୁବନେଶ୍ୱର () ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି । ଧୈର୍ୟ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ପିସିସି ସଭାପତିଙ୍କ ଜରିଆରେ ଏଆଇସିସିଙ୍କୁ ଏଭିଳି ଏକ୍ସପ୍ଲାନେସନ ପ୍ରଦୀପ ମାଝୀ ଦେଇଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଶୁକ୍ରବାର ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ…

ଆପୋଲୋ ହସ୍ପିଟାଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର()  ଆପୋଲୋ ହସ୍ପିଟଲାର ଅଡୁଆ ବଢିଛି । ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲ୍ ବିରୋଧରେ କାର୍ୟ୍ୟନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲର ପଞ୍ଜୀକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଏନଏଚଆରସି ନିର୍ଦ୍ଦେଶ…

ଅଶ୍ଳୀଳ ଚ୍ୟାଟରେ ଫସିଲେ ପାକିସ୍ତାନ ରେଳ ମନ୍ତ୍ରୀ

ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରିମ୍ ଶାହ ଗତ ଗୁରୁବାର ରେଳ ମନ୍ତ୍ରୀ ରଶିଦ ଶେଖଙ୍କ ସହ ଭିଡିଓ କଲର ଏକ ଫୁଟେଜ ସେୟାର କରିଛନ୍ତି। ରେଳ ମନ୍ତ୍ରୀ ଶେଖ ରଶିଦ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିବାର ସେ ଅଭିଯୋଗ କରିଛନ୍ତି। ଶେଖ ରଶିଦ ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ଭାରତକୁ ଯୁଦ୍ଧ ଧମକ…

ଦୁଇଦିନ ଯାଏଁ ରାଜ୍ୟରେ ପ୍ରବଳ ଶୀତ ଲହରୀ

ଭୁବନେଶ୍ୱର : ଦିନବେଳା ଥରାଉଛି କାଲୁଆ ପବନ । ଖରା ପୂରା ଗାଏବ । ଏଭଳି ସ୍ଥିତି ଆହୁରି ଦିନେ ଦୁଇଦିନ ଲାଗି ରହିବ । ଏପଟେ ରାତି ତାପମାତ୍ରା ବି ଖସିବ । ଭୀଷଣ ଥଣ୍ଡା ଅନୁଭୂତ ହେବ । ଶନିବାରଠାରୁ ଥରାଇବ ଶୀତ ଲହରୀ । ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ଆହୁରି ୪ରୁ ୬ ଡିଗ୍ରୀ…

ନକଲି ସିଆରପିଏଫ ଅଫିସର ଗିରଫ

ଫିରିଙ୍ଗିଆ : ଜଣେ ନକଲି ସିଆରପିଏଫ ଅଫିସର ଗିରଫ । ଫିରିଙ୍ଗିଆ ଅଞ୍ଚଳର ଦୁଖିଶ୍ୟାମ ଡିଗଲ ଦୀର୍ଘ ଦିନ ହେବ ସିଆରପିଏଫ ଅଫିସର ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । କିଛି ଦିନ ତଳେ କ ନୂଆଗାଁ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ମଧ୍ୟ କରିଥିଲା । ଦୁଇ ବାଇକ୍‌ ଲୁଟ ଘଟଣାରେ…

ଅଳ୍ପକେ ବର୍ତ୍ତିଲେ ସପନା ଚୌଧୂରୀ

ନିଜ ଡ୍ୟାନ୍ସରେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଥିବା ସିଙ୍ଗର ସପନା ଚୌଧୂରୀଙ୍କ କାର୍‌ର ଅକସ୍ମାକ୍‌ ଆକ୍ସିଡେଣ୍ଟ ହୋଇଛି। ଘଟଣା ସ୍ଥଳରେ ସପନା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥବା ବେଳେଦୁର୍ଘଟଣା ଖୁବ୍‌ ଜୋର୍‌ରେ ହୋଇଥିବା ଘଟଣା ତାଙ୍କ କାରକୁ ଦେଖି ଅନୁମାନ…

କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ଆଜି

ନୂଆଦିଲ୍ଲୀ : ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ । ଦଳ ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିବେ । ଏହି ଅବସରରେ ଦଳ ସଂଶୋଧିତ ନାଗରିକତା ଆଇନ ବିରୋଧରେ ଦେଶର ସମସ୍ତ…

ଫିକା ପଡିବ ନେତାଙ୍କ ନୂଆବର୍ଷ ମଉଜ

ଭୁବନେଶ୍ୱର : ନୂଆବର୍ଷ ପାଳନପାଇଁ ସବୁ ବର୍ଗରେ ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟର ନେତାଙ୍କ କ୍ଷେତ୍ରରେ କିନ୍ତୁ ଏହା ଫିକା ଫିକା ପରିଲକ୍ଷିତ ହେଉଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ନୂଆବର୍ଷ ପାଳନ ପାଇଁ ସୁଯୋଗ କି ସମୟ ପାଇପାରୁ ନଥିବା ଦେଖିବାକୁ ମିଳିଛି । ଶାସକଦଳର…