ଟିକସ ବଢିଛି ହେଲେ ଜୋରମାନା କମିଛି : ପରିବହନ ମନ୍ତ୍ରୀ
ଭୁବନେଶ୍ୱର() ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ଗଡିଥିବା ଗାଡିକୁ ନିଷେଧ କରାଯାଇଛି । ତାସତ୍ୱେ ଗଡୁଛି ଗାଡି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟରଗାଡି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧…
