Odia News Portal

ଗୋଆରେ ୫୦ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟନ

ପାଣାଜୀ : ଗୋଆରେ ଆରମ୍ଭ ହୋଇଛି ୫୦ତମ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫଏଫଆଇ( IFFI) । ଏହି ଅବସରରେ ଅଭିନେତା ରଜନୀକାନ୍ତଙ୍କୁ 'ଆଇକନ ଅଫ ଦି ଇଅର ଆୱାର୍ଡ' ପ୍ରଦାନ କରାଯାଇଛି । ଅପରାହ୍ନ ୩ଟା ସମୟରେ ଶ୍ୟାମାପ୍ରଶାଦ ମୁଖାର୍ଜୀ ଷ୍ଟାଡିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ…

ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ

ନୂଆଦିଲ୍ଲୀ : ଫୁଟପାଥ୍‌ ସେଲୁନରେ ସାଂସଦ । ଦିଲ୍ଲୀରେ ଖୋଲା ଆକାଶ ତଳେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ସାଂସଦ ଟୁଡୁ କହିଛନ୍ତି ସରଳ ଜୀବନଯାପନକୁ ସେ ବେଶ ପସନ୍ଦ କରନ୍ତି । ଯେ କୌଣସି ବ୍ୟକ୍ତିର ପଦପଦବୀ ବଡ଼ ନୁହେଁ, ମଣିଷତ୍ୱ ବଡ଼ । ତାଙ୍କ ପାଖରେ…

ଭଲକାମ କର ପୁରସ୍କାର ସହ ବିଦେଶ ଯାତ୍ରାର ସୁଯୋଗ ପାଅ

ଭୁବନେଶ୍ବର : ଫାଇଭ ଟିରେ ଭଲ କାମ କରୁଥିବା ପୋଲିସ ଅଫିସରଙ୍କୁ କରାଯିବ ପୁରସ୍କୃତ । ସେହିପରି ଗୋଟିଏ ବର୍ଷ ମଧ୍ୟରେ ହତ୍ୟାକାଣ୍ଡ କିମ୍ବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଲେ ମାମଲାର ତଦନ୍ତକାରୀ ଅଧିକାରୀ ମଧ୍ୟ ପୁରସ୍କୃତ ହେବେ । ପୁରସ୍କୃତ ଅଧିକାରୀଙ୍କୁ…

ଧୈର୍ଯ୍ୟ ରଖିବାକୁ ସାଇଙ୍କ ମନ୍ତ୍ର

ଧୈର୍ଯ୍ୟର ଫଳ ଯେ ସବୁ ବେଳେ ମିଠା ଏ କଥା ନିଜେ ସେଇ ବାବା ହିଁ କହିଛନ୍ତି । କୌଣସି କଥାରେ ବିଚଳିତ ନହୋଇ ଧୈର୍ଯ୍ୟର ସହିତ ସବୁ କଥା ତାଙ୍କ ଉପରେ ଛାଡି ଦେଲେ ତାର ସମାଧାନର ବାଟ ସେ ଆପେ ଆପେ ଦେଖାଇ ଦିଅନ୍ତିା ଆସନ୍ତୁ ଜାଣିବା ସାଇ ବାବାଙ୍କ ମହିମା । ଥରେ ଜଣେ ବୃଦ୍ଧ ମହିଳା ଶ୍ରୀମତୀ…

ପ୍ରେମରେ ପଡିଲେ ପ୍ରଥମ ୩ ମାସ ହନିମୁନ ଭଳି ଲାଗେ

ଭୁବନେଶ୍ୱର() ଯୁବତୀଙ୍କର ବୟଫ୍ରେଣ୍ଡ ବା ପୁରୁଷ ବନ୍ଧୁ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ସେଥିପାଇଁ ଯୁବତୀମାନେ ବେଶ୍ କିଛି ସମୟ ଚିନ୍ତା କରନ୍ତି ବୋଲି ଗବେଷକମାନେ କହିଛନ୍ତି। ନିକଟରେ ସିକାଗୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି।…

ବାହା ନହୋଇ ୨ ସନ୍ତାନର ମା’ ହୋଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ()  ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ସୁସ୍ମିତା ସେନ । ଏହାପରେ ସେ କେତେ ଗୁଡିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ୪୪ ବର୍ଷରେ ପଦାର୍ପଣ କରି ମଧ୍ୟ ଏବେ ପର୍ୟ୍ୟନ୍ତ ସେ କୁମାରୀ ହୋଇ ରହିଛନ୍ତି। ହେଲେ ଏବେ…

ଆଜି ସରୁଛି ଐତିହାସିକ ବାଲିଯାତ୍ରା

କଟକ()  ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଦିର୍ଘ ୮ଦିନ ହେଲା ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟିକ ମେଳା ମହାନଦୀ ପଠାରେ ଚାଲି ଆସୁଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲିଯାତ୍ରାକୁ ଜାତୀୟ ସ୍ଥରୀୟ ବାଣିଜ୍ୟ ମେଳାର ମଧ୍ୟ ପ୍ରଦାନ କରାଯାଇଛି । ନଭେମ୍ବର ୧୨ତାରିଖରୁ…

କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ ()  ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍ମାନେ କହିଛନ୍ତି। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ…

ଟ୍ୟାରିଫ୍ ବଢାଇବା ପାଇଁ ପୁଣି ଜିଓ କଲା ବଡ ଘୋଷଣା

ନୂଆଦିଲ୍ଲୀ()  ପୁଣି ଝଟକା ଦେଲା ଜିଓ ।ପୁଣି ମହଙ୍ଗା ହେବ ଜିଓର ସବୁ ପ୍ଲାନ । ରିଲାଏନ୍ସ ଜିଓ ପକ୍ଷରୁ ଟ୍ୟାରିଫ୍ ପ୍ଲାନରେ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ତେବେ କେଉଁ ପ୍ଲାନରେ କେତେ ଟଙ୍କାର ବୃଦ୍ଧି କରାଯିବ, ସେନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ…

ପ୍ରତ୍ୟାହାର ହେବନି ଟୋକନ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର() ଟୋକନ ବ୍ୟବସ୍ଥା କୌଣସି ମତେ ପ୍ରତ୍ୟାହାର ହେବନି ବୋଲି ଆଜି ପୁଣି କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ଚାଷୀମାନେ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବେ ଓ ସ୍ୱଚ୍ଛତା ଆସିବ । ତେବେ ଯଦି ବ୍ୟବସ୍ଥାରେ…