ଗଡପଳାଶୁଣି ଗାଁରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
ଭୁବନେଶ୍ବର : ବୃଦ୍ଧୃଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ କାମାକ୍ଷାନଗର ମହାବୀରରୋଡ ରେଞ୍ଜ ଗଡପଳାଶୁଣି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ନାରାୟଣ ନାୟକ। ଗତକାଲି ରାତିରେ ସେ ଘରୁ ବାହିରକି ଯାଉଥିବାବେଳ ହାତୀ ହାବୁଡରେ ପଡିଥିଲେ। ହାତୀଟି ତାଙ୍କୁ ଦଲି ଦେଇଥିଲା।…
