Odia News Portal

ମେକଅପ ପାଇଁ ଟ୍ରୋଲ ହେଲେ ରାନୁ ମଣ୍ଡଲ

ମୁମ୍ବାଇ()  ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ ରାନୁ ମଣ୍ଡଲ । ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍ର…

ବିଜେଡି ସାଂସଦ ମାନେ ଅନୁଶାସନରେ ରହି କାର୍ୟ୍ୟ କରୁଛନ୍ତି : ମୋଦି

ନୂଆଦିଲ୍ଲୀ()ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ବିଜେଡି ଓ ଏନସିପିର କାର୍ୟ୍ୟଶୈଳୀକୁ ପ୍ରଂଶସା କରିଛନ୍ତି ମୋଦି । ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ…

ଗଣ ମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିଜେପି ବିଧାନସଭାର କାର୍ୟ୍ୟରେ ସହଯୋଗ କରୁନାହାନ୍ତି: ପ୍ରମିଳା

ଭୁବନେଶ୍ୱର()  ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର ୫ଦିନ ପରେ ମଧ୍ୟ ବିଜେପି ସଦସ୍ୟମାନେ ଗୃହ କାର୍ୟ୍ୟରେ ସହଯୋଗ କରୁନାହାନ୍ତି । ଆଜି ମଧ୍ୟ ବିଜେପି ସଦସ୍ୟମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ ସରକାରୀ…

ଯାତ୍ରୀବାହୀ ବସ-ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ରାଜସ୍ଥାନ() ବସ-ଟ୍ରକ ଦୁର୍ଘଟଣା ହେବା କାରଣରୁ ଘଟଣା ସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୧୯ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ…

ଏଣିକି ଅଫିସରେ ‘ଭାଇ’ ଡାକ ମନା

ଭୁବନେଶ୍ୱର()  ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ୟ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ । ଏଥିରେ…

ଜାଣନ୍ତୁ, ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗର ଗାଡ଼ି ଶୁଭ

ଭୁବନେଶ୍ୱର : କାର୍‌ ହେଉ କି ମୋଟର ସାଇକେଲ୍‌, ସମସ୍ତେ ନିଜ ମନ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଆପଣଙ୍କ ଏହି ମନ ପସନ୍ଦର ଗାଡ଼ି ଆପଣଙ୍କ ରାଶିକୁ ସୁଝୁଛି କି ନାହିଁ, ତାହା ଆପଣ ଜାଣନ୍ତି କି? ଆଜ୍ଞା ହଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗାଡ଼ିର ରଙ୍ଗ ଆପଣଙ୍କ ରାଶି ସୁଝିବା ନିହାତି…

ଘରେ ଶୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ଶୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ଶୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ କେଉଁ କେଉଁ କ୍ଷେତ୍ରରେ ଆମେ ଶୋରିଷ ତେଲର ଉପଯୋଗ…

ଦେଶ ପାଇଁ ଉଦାହରଣ ‘ମୋ ବସ୍’

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମୋ ବସ ସେବା ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ଉଦାହାରଣ ହୋଇଥିବା ବେଳେ ଏହାକୁ ଦେଶର ଶ୍ରେଷ୍ଠ ବସ ସେବା ଭାବେ ପୁରସ୍କୃତ କରାଯାଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ…

ବିଜେପିକୁ ଗାନ୍ଧୀ ଅଡୁଆ : ଫାଇଦାରେ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ବିଜେପିକୁ ଏବେ ବିଧାନସଭାରେ ମହାତ୍ମା ଗାନ୍ଧୀ ପ୍ରସଙ୍ଗ ଅଡୁଆ ହୋଇଛି । ଗାନ୍ଧୀଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା ଦେଇ ବିଜେଡି ଯେତିକି ଅକଳରେ ପଡିନାହିଁ ତାହାଠାରୁ ଅଧିକ ଅକଳରେ ପଡିଛି ବିଜେପି । ଏହି ପ୍ରସଙ୍ଗରେ ଦଳ କଣ କରିବ ତାହା ଜାଣିପାରୁ ନଥିବା ଦେଖିବାକୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ,ଛୋଟ ଦୋକାନରୁ ସୁଫଳ ମିଳିବ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି ଦେଖାଦେଇପାରେ। ପ୍ରକାଶନ, ପ୍ରଶାସନ, ସଙ୍ଗଠନ ଓ ରାଜନୈତିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।…