ଅଫିସ୍ଠୁ ୧୦୦ କିଲୋମିଟର ଦୂରରେ ଫାଇଲ୍
ଭୁବନେଶ୍ୱର : ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ରାଜଧାନୀରେ ସଂସ୍ଥାର ଚକ ଚକିଆ ଅଫିସ୍ । ହେଲେ ଫାଇଲ୍
ରହୁଛି ପ୍ରାୟ ଶହେ କିଲୋମିଟର ଦୂରରେ । ଯେତେବେଳେ ଫାଇଲ୍ ଖୋଜା ପଡୁଛି ସେତେବେଳେ ଅଫିସର ଜଣେ ଦୁଇଜଣ
କାର୍ମଚାରୀ ଗାଡିଧରି ଛୁଟୁଛନ୍ତି ଫାଇଲ୍ ଆଣିବାକୁ ।…
