Odia News Portal

ଓଡ଼ିଶାକୁ ବାତ୍ୟା ଖବର ଗୁଜବ

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଫଳରେ ବର୍ଷା ଧୀରେ ଧୀରେ କମିବ । ଆସନ୍ତାକାଲି ଠାରୁ ପାଗରେ ଆସିଯିବ ସୁଧାର । ତେବେ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନଥିବା ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା…

‘ଓଡ଼ିଶା-ମୋ ପରିବାର’ କାର୍ୟ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡିଶା - ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି । ଗତ ଅକ୍ଟୋବର 2 ତାରିଖରେ ଦଳର ପଦଯାତ୍ରା ଅବସରରେ ମୁଖ୍ୟନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ୱର : ଗତକାଲି ବିଜେପୁରରେ ବିପୁଳ ଭୋଟରେ ବିଜୟ ଲାଭ ପରେ ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରୀତା ସାହୁ । ଐତିହାସିକ ବିଜୟ ପରେ ସମର୍ଥକଙ୍କ ସହ ନବୀନ ନିବାସ ଯାଇଛନ୍ତି ରୀତା । ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାୟିକା ରୀତା ସାହୁ…

ଆଇଏସଏଲ ଆବିର୍ଭାବ ମ୍ୟାଚରେ ଛାପ ଛାଡିବା ଲକ୍ଷ୍ୟରେ ହାଇଦରାବାଦ

କୋଲକାତା : ହିରୋ ଇଣ୍ଡିଆନ ସୁପର ଲିଗର ନୂତନତମ ଦଳ ହାଇଦରାବାଦ ଏଫସି ତାର ପ୍ରଥମ ମ୍ୟାଚ ଶୁକ୍ରବାର ଦିନ ଘରୋଇ ଦଳ ଏଟିକେ ଏଫସି ବିପକ୍ଷରେ ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ ଠାରେ ଖେଳିବା ପାଇଁ ପହଂଚି ଯାଇଛି । ଗତ ରବିବାର ଦିନ ଆଇଏସଏଲ ଷଷ୍ଠ ସଂସ୍କରଣର ଉଦଘାଟନୀ ମ୍ୟାଚରେ…

ଆପଣଙ୍କ ଲକି ନମ୍ୱର କେତେ ? ଜାଣନ୍ତୁ

ଭୁବନେଶ୍ୱର : ସାଧାରଣତଃ ଦେଖା ଯାଇଥାଏ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ ଲକି ନମ୍ୱର ରହିଥାଏ। ସେ ଘର କିଣିବା ହେଉ କିମ୍ୱା ଗାଡ଼ି ଓ ମୋବାଇଲ୍‌ ନମ୍ୱର ନେବା ହେଉ, ଏହି ଲକି ନମ୍ୱର ହିସାବରେ ହିଁ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି। ଅନେକ ଲୋକ ନିଜର ଲକି ନମ୍ୱର ଉପରେ…

ପିଲାକୁ ବୁଦ୍ଧିମାନ କରିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ପିଲାକୁ ବୁଦ୍ଧିମାନ୍ କରିବାକୁ ବାପା-ମାଆ ପ୍ରାଣପଣେ ଉଦ୍ୟମ କରିଥାଆନ୍ତି। ହେଲେ ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ପିଲା ବୋକା ହୋଇ ରହେ, ତତ୍ପର ହୁଏ ନାହିଁ କିମ୍ବା ବୁଦ୍ଧିମାନ ହୁଏନାହିଁ। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ପିଲା ନିଶ୍ଚିତ ରୂପେ ବୁଦ୍ଧିମାନ ହେବ ଓ…

ଭୁଲ୍‌ରେ ବି ଏହି ୫ଟି ଜିନିଷରେ ଗୋଡ଼ ମାରନ୍ତୁ ନାହିଁ

ଭୁବନେଶ୍ଵର : ଚାଲୁଥିବା ସମୟରେ ବେଳେବେଳେ ଆମ ଅଜାଣତରେ କେଉଁଠି କେଉଁଠି ଗୋଡ଼ ବାଜିଯାଏ। କିଛି ଲୋକ ଜାଣତରେ ବି କାହାକୁ ଗୋଇଠା ମାରି ଦେଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଏହା ବହୁତ ଖରାପ ଅଭ୍ୟାସ। ଏହାଦ୍ୱାରା ଆମ ନିଜର ହିଁ ଅନିଷ୍ଠ ହୋଇଥାଏ। ଅଜାଣତରେ କାହା ଦେହରେ ଗୋଡ଼ ବାଜିଗଲେ ଆମେ ତୁରନ୍ତ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପରିବାରର କେତେକ ବ୍ୟତିକ୍ରମ ସୁଧାରିବାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିନପାରେ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର…

କୋର୍ଟରେ ମାମଲା ବୋଝ କମାଇବାକୁ ପୂର୍ତ୍ତ ସଚିବଙ୍କ ନିର୍ଦେଶ

ଭୁବନେଶ୍ୱର () ମାମଲା ବୋଝ ହ୍ରାସ ପାଇଁ ପୂର୍ତ୍ତ ବିଭାଗରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ବିଭାଗୀୟ ଶାସନ ସଚିବ ଡକ୍ଟର କ୍ରିଷନ କୁମାର ନିର୍ଦ୍ଦେଶ ଦେଇଛନ୍ତି । ବିଭାଗରେ ପଡିଥିବା ମାମଲାର…

ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ() ଆସନ୍ତା ନଭେମ୍ବର ମାସ ୩ ତାରିଖରୁ  ବାଂଲାଦେଶ ସହ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହା ସହ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ମଧ୍ୟ ଦଳ ଘୋଷଣା…