Odia News Portal

13 ତାରିଖରୁ ଷୋଡଷ ବିଧାନସଭାର ଦ୍ବିତୀୟ ଅଧିବେଶନ

ଭୁବନେଶ୍ବର () ଆସନ୍ତା ନଭେମ୍ବର 13 ତାରିଖରୁ ଷୋଡଷ ବିଧାନସଭାର ଦ୍ବିତୀୟ ଅଧିବେଶନ ବା ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ହିଁ 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି…

ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ

ନୂଆଦିଲ୍ଲୀ() ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି। ସେପଟେ ଅମିତ ଶାହା ମହାରାଷ୍ଟ୍ର ବିଧାନସଭାରେ ବିଜେପି-ଶିବସେନାର ବିଜୟ ପାଇଁ ଅଭିନନ୍ଦନ…

ଉକôଳ ବିଶ୍ୱ ବିଦ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର() ଉକ୍ରଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ହଲରେ ନିଆଁ ଲାଗିଥିବା ଖବର ମିଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସିଣ୍ଡିକେଟ ବୈଠକ ପରେ ପରେ ନିଆଁ ଲାଗିଥିବା ସୂଚନା ମିଳିଛି ।…

ଏହି ଅଭିନେତ୍ରୀ ଖୋଲିଲେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍

ମୁମ୍ବାଇ() ପ୍ରାୟ ସମସ୍ତ କଳାକାର ଏବେ ସୋଶାଲ୍ ମିଡିଆ ସାଇଟ୍ରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଫେସ୍ବୁକ୍, ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ତ ବଲିଉଡ୍ର ପ୍ରାୟ ସମସ୍ତ କଳାକାର ଅଛନ୍ତି। ତେବେ ଆଉ ଟିକେ ଆଗକୁ ଯାଇ କିଛି କଳାକାର ୟୁଟ୍ୟୁବ୍ରେ ନିଜ ନିଜ ଚ୍ୟାନେଲ ଖୋଲିବାକୁ ଲାଗିଲେଣି। ପ୍ରଥମେ…

ଇସ୍ରୋ କହିଲା ଚନ୍ଦ୍ରରେ କାହିଁକି ରହିଛି କଳଙ୍କ

ବେଙ୍ଗାଲୁରୁ() ପୁଣିଥରେ ଚନ୍ଦ୍ରପୃଷ୍ଠ ନୂଆ ଫଟୋ ଜାରି କରିଛି ଇସ୍ରୋ । ଚନ୍ଦ୍ରଯାନ-୨ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଚନ୍ଦ୍ର ଆକାଶକୁ ଏବେ ପ୍ରଦୀକ୍ଷଣ କରୁଥିବା ଏହି ଯାନର ଡୁଆଲ ସ୍ପିଡ୍ ସିନ୍ଥେଟିକ୍ ଆପାରେଚର ରାଡାର (ଏସଏଆର)ରୁ କିଛି ଫଟୋ ଚିତ୍ର ମିଳିଛି। ଯାହାକୁ ଇସ୍ରୋ ବିଶ୍ଲେଷଣ…

କାହିଁକି ଯବାନଙ୍କ ପାଇଁ ନିଷେଧ ହୋଇନଥାଏ ମଦ, ଜାଣନ୍ତୁ

ଦେଶର ରକ୍ଷା ପାଇଁ ଯବାନ ମାନଙ୍କୁ ପ୍ରତି କ୍ଷଣ ସଜାଗ ରହିବାକୁ ପଡ଼ିଥାଏ ଏବଂ ଏହି କାରଣ ଯୋଗୁଁ ମୂଳ ନିୟମ ଏବଂ ଉଚ୍ଚ ଭାବନାରେ ରହିବା ଜରୁରୀ ହୋଇଥାଏ। ଯବାନଙ୍କୁ ବହୁତ ସମସ୍ୟାମୂଳକ ପରିସ୍ଥିତିରେ ଦେଶରକ୍ଷା କାମ କରିବାକୁ ପଡ଼ିଥାଏ। ସେମାନେ ଥଣ୍ଡା ଜାଗାରେ ମଧ୍ୟ ସୀମାରେ ଛିଡ଼ା…

୫ ଟଙ୍କିଆ ଭାତ ଡାଲମା ଖାଇଲେ କୃଷିମନ୍ତ୍ରୀ

ନୟାଗଡ () ଲୋକଙ୍କ ସୁଖଦୁଃଖର ସାଥୀ ହୁଏ, ସ୍କୁଲ ଓ ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିର୍ଦ୍ଦେଶକୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଗତକାଲି ଟ୍ରେନରେ ନୟାଗଡ ଯାତ୍ରା କରିଥିବା ବେଳେ ଆଜି…

ଆହୁରି କଠୋର ହେଲେ ସୁପି୍ରମକୋର୍ଟ

ଭୁବନେଶ୍ୱର()  ଓଡିଶା ହାଇକୋର୍ଟ ଓକିଲଙ୍କ ଧର୍ମଘଟ ପ୍ରତି ସୁପି୍ରମକୋର୍ଟ ତାଙ୍କ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ଏଥି ସହିତ ୨୦୧୮ ଓ ୨୦୧୯ରେ ହାଇକୋର୍ଟ ଓକିଲଙ୍କ ଧର୍ମଘଟ ଯୋଗୁ କୋର୍ଟ କେତେ ଦିନ ଅଚଳ ହୋଇଛି ଓ ତଳକୋର୍ଟ କେତେ ଦିନ ଅଚଳ ହୋଇଛି ତାହା ଜଣାଇବା ପାଇଁ ସୁପି୍ରମକୋର୍ଟ…

ପାହାଡ ଧସି ୨୦ ଘର ଭୁଶୁଡିଲା

ପାରଳାଖେମୁଣ୍ଡି() ଗତକାଲି ଠାରୁ ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ବିପôାତ ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛନ୍ତି । ବହୁ ଅଂଚଳ ବନ୍ୟା ପ୍ଳାବିତ ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି।…

୨୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଅବିଶ୍ରାନ୍ତ ଭାବେ ଲାଗିରହିବା ଫଳରେ ସାରା ରାଜ୍ୟରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏହି ବର୍ଷାର ପରିମାଣ ବଢିବାରେ ଲାଗିଛି ଏବଂ ଏହା ଆହୁରି ୪୮ ଘଣ୍ଟା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟରେ…