ପ୍ରେମିକା ସହ ଲିଭ-ଇନରେ ରହିବା ପାଇଁ ଘର ଛାଡିଲେ ଏହି ଚର୍ଚ୍ଚିତ ଅଭିନେତା
ମୁମ୍ବାଇ() ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପାଗଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଦୁହେଁ ଦୀର୍ଘ ଦିନ ହେଲା ରିଲେସନ୍ସିପ୍ରେ ଅଛନ୍ତି।
ସୁଶାନ୍ତ ଓ ରିୟା ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସୁଶାନ୍ତ ତାଙ୍କ ଘର ବି ଛାଡ଼ି…
