Odia News Portal

ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କଲେ ବାଚସ୍ପତି

କଟକ() କଟକର ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଏହି ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରତାପ ଜେନା,ସାଂସଦ ଭର୍ତ୍ତୃହରି ଉପସ୍ଥିତି ଥିବା ବେଳେ କଟକର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ । ଚଳିବ ବର୍ଷ ୮ଦିନ ଧରି ଚାଲିବ ବାଲିଯାତ୍ରା ।…

ବାତ୍ୟା ବୁଲବୁଲ ପରେ କାହିଁକି ଆକାଶ ହୋଇଗଲା ଗୋଲାପୀ ଜାଣନ୍ତୁ

ଭୁବନେଶ୍ୱର() ବାତ୍ୟା ବୁଲବୁଲ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଅପରାହ୍ନରେ ଏକ ବିରଳ ଦୃଶ୍ୟ ଦେଖାଦେଇଥିଲା। ବାତ୍ୟା ବୁଲବୁଲ ପରେ ଆକାଶରେ ମେଘ ରହିଥିଲା । ଏହା କଳା କିମ୍ବା ଧଳା ରଙ୍ଗର ନୁହଁ ଗୋଲାପୀ ଓ ଲାଲ୍ ରଙ୍ଗର । ବିଶେଷଜ୍ଞଙ୍କ ମତରେ ସୂର୍ୟ୍ୟାସ୍ତ ସମୟରେ ଆକାଶରେ ମେଘ…

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ !

ନୂଆଦିଲ୍ଲୀ() ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ସୁପାରିଶ କରିବା ପରେ ରାଜ୍ୟପାଳଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ଶିବସେନା ସୁପି୍ରମକୋର୍ଟକୁ ଯାଇଛି । ସୁପି୍ରମକୋର୍ଟରେ ୨୪ ପୃଷ୍ଟାର ଏକ ପିଟିସନ ଶିବସେନା ପକ୍ଷରୁ ଦାଖଲ କରାଯାଇଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ…

ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ

ନୂଆଦିଲ୍ଲୀ ()ମହାରାଷ୍ଟ୍ର ସରକାର ଗଠନରେ ପୁଣି ଆସିଲା ନୂଆ ଟ୍ୱିଷ୍ଟ । ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । କଂଗ୍ରେସର ନିଷ୍ପତ୍ତି ଉପରେ ସରକାର ଗଠନ ନିର୍ଭର କରୁଛି ବୋଲି କହୁଥିବା ଏନସିପି ଶିବସେନା ସାମ୍ନାରେ ନୂଆ ସର୍ତ୍ତ ରଖିଛି । ଶରଦ ପାୱାର ମୁଖ୍ୟମନ୍ତ୍ରୀ…

ଆଜିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆଜିଠାରୁ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ଚଳିବ ବର୍ଷ ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ…

ଏଣିକ ଗାଁରେ କରିପାରିବେନି ମନଇଚ୍ଛା ଘର

ଭୁବନେଶ୍ୱର() ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ।ଗାଁରେ ଉଚ୍ଚା ଘର ନିର୍ମାଣ ଉପରେ କଟକଣା ଲଗାଇଲେ ସରକାର । ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର…

ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ , ୨୧ ବଖରା ଘର ଭସ୍ମୀଭୂତ

ପୁରୀ :  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ୨୧ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି କିଛି ଦୁବୁର୍ତ୍ତ…

ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ : ପୁଣି ହୋଇପାରେ ବର୍ଷା

ଭୁବନେଶ୍ୱର : ପୁଣି ହୋଇପାରେ ବର୍ଷା । ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଆସନ୍ତା ୧୬-୧୭ ତାରିଖବେଳକୁ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଏଭଳି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର…

ଜୋମାଟୋ ଡେଲିଭରୀ କରୁଥିବା ମେଘନା ଲଢ଼ିବେ ନିର୍ବାଚନ : କଂଗ୍ରେସ ଦେଲା ସୁଯୋଗ

ମାଙ୍ଗାଲୁରୁ : କର୍ଣ୍ଣାଟକରେ ଜୋମାଟୋ ପାଇଁ ଫୁଡ୍ ଡେଲିଭରୀ କାମ କରୁଥିବା ଜଣେ ମହିଳା ଏବେ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଜୋମାଟୋ ଗାର୍ଲ ମେଘନା ଦାସ। ମେଘନାଙ୍କୁ ନିର୍ବାଚନ…

ଅନନ୍ୟା ଜିତିଲେ ଓଡ଼ିଶା କୁଇନ୍‌ ଟାଇଟେଲ୍‌

ଭୁବନେଶ୍ୱର : ଓଡିଶା କୁଇନ୍‌ ମୁକୁଟ ଜିତିଛନ୍ତି ଅନନ୍ୟା ଆଚାର୍ଯ୍ୟ । ଏଥିରେ ସୌମ୍ୟା ସାହୁ ରନରସ୍‌ଅପ୍‌ ହୋଇଥିବା ବେଳେ ଇଭା ଜେମସ୍‌ ରୁଦ୍ରାଙ୍ଗି ଦ୍ୱିତୀୟ ରନରସ୍‌ଅପ୍‌ ହୋଇଥିଲେ । ବଲିଉଡ୍‌ ସୁନ୍ଦରୀ ଜରିନ୍‌ ଖାନ ଏଥିରେ ସେଲିବ୍ରେଟି ଜଜ୍‌ ଓ ଜାତୀୟ ସ୍ତରର ଫେସନ୍‌ କୋରିଓଗ୍ରାଫର…