ସିଡିଏ କର୍ତ୍ତୃପକ୍ଷଙ୍କର ପୁରୀ ଦପ୍ତରକୁ ନେଇ ପ୍ରଶ୍ନବାଚୀ
ଭୁବନେଶ୍ବର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ ) ଦପ୍ତରରେ ଫାଇଲଟ୍ଏ ଆଣବା ପାଇଁ ଶହେ କିଲୋମିଟର ଦରୂକୁ ଦଉଡୁଥବାଵେଳେ ଏବେ ପୁରୀ ଠାରେ ଆଉ ଏକ ଦପ୍ତର ପ୍ରତିଷ୍ଠାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସିଡିଏ କର୍ତ୍ତୃପକ୍ଷଙ୍କର ପୁରୀରେ ଦପ୍ତର ଖୋଲିବାର କ’ଣ ଆବଶ୍ୟକ ରହିଛି ବୋଲି ପ୍ରଶ୍ନ…
