ସିନ୍ଦୂର ସହ ଜଡ଼ିତ ବିଶେଷ ତଥ୍ୟ
ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୂର ଲଗାଇଥାଆନ୍ତି ବୋଲି ମାନ୍ୟତା ରହିଛି। ଏତଦ୍ ବ୍ୟତୀତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ସିନ୍ଦୂରର ବ୍ୟବହାର ପୂଜାର୍ଚ୍ଚନାରେ ମଧ୍ୟ କରାଯାଏ।
ଜାଣନ୍ତୁ ସିନ୍ଦୂର ସହ ଜଡ଼ିତ…
