୨୦ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର() ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଅବିଶ୍ରାନ୍ତ ଭାବେ ଲାଗିରହିବା ଫଳରେ ସାରା ରାଜ୍ୟରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏହି ବର୍ଷାର ପରିମାଣ ବଢିବାରେ ଲାଗିଛି ଏବଂ ଏହା ଆହୁରି ୪୮ ଘଣ୍ଟା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ରାଜ୍ୟରେ…
