ମନ୍ତ୍ରୀ ଗଲେନି : ଭିନ୍ନକ୍ଷମଙ୍କୁ ଘର ପାଖକୁ ଡାକିଲେ
ଭୁବନେଶ୍ୱର : ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସି ଦଳୀୟ ନେତା ଓ କର୍ମୀମାନେ ଅନାଥାଶ୍ରମ ଓ
ଭିନ୍ନକ୍ଷମ ମାନଙ୍କ ନିକଟକୁ ଯାଇ ଶୁଭେଚ୍ଛା ଜଣାଇବାକୁ କହିଥିଲେ । ହେଲେ ଦଳର ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା ଭିନ୍ନକ୍ଷମମାନଙ୍କ ନିକଟକୁ ନଯାଇ ସେମାନଙ୍କୁ ନିଜ ଘରପାଖୁ…
