‘କାଳିଆ’ ଟଙ୍କା ନଫେରାଇଲେ ଦରମାରୁ କଟିବ ଟଙ୍କା: ଅରୁଣ
ସରକାରୀ ଚାକିରିଆ, ପେନସନଭୋଗୀ, ନାବାଳକ ଓ ବଡ ଚାଷୀ ବି ପାଇଛନ୍ତି
ସରକାରୀ ଚାକିରିଆଙ୍କ ଦରମାରୁ ଏହି ରାଶି ଉଦ୍ଧାର ହେବ
ଭୁବନେଶ୍ବର () କାଳିଆ ଯୋଜନାରେ ସହୟତା ପାଇଥିବା ତାଲିକାରୁ ବାହାରିଛନ୍ତି 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ସେ ମଧ୍ୟରେ ୨୦ହଜାର ସରକାରୀ ଚାକିରିଆ ଓ…
