Odia News Portal

ଏହି ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଅମିତାଭ

 ଲୋକପ୍ରିୟ ଟିଭି କ୍ୱିଜ୍‌ ଶୋ କୌନ ବନେଗା କରୋଡପତିର ହୋଷ୍ଟ କରିବା ସମୟରେ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା ସମୟରେ ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଅନେକ ବହୁତ ମଜାଦାର ମୁହୂର୍ତ୍ତ ମନେ ପଡିଲା। ଗତ ଏପିସୋଡରେ ଅମିତାଭ ଏକ ତାଙ୍କର ଏକ ରାଜ୍‌ ଖୋଲିଥିଲେ। ସେ କହିଥିଲେ ଦିଲ୍ଲୀରେ ପଢ଼ୁଥିବା…

ଫେରାର ହେଲେ ବିଧାୟକ

ପାଟନା() ବିହାରର ଆରଜେଡି ବିଧାୟକ ଅରୁଣ ଯାଦବଙ୍କ ଗିରଫଦାରୀ ପାଇଁ ଓ୍ବାରେଣ୍ଟ ଜାରି ହୋଇଛି। ସେକ୍ସ ରାକେଟରେ ବିଧାୟକ ଅରୁଣ ଯାଦବଙ୍କ ସଂପୃକ୍ତି ଥିବା ନେଇ କୋର୍ଟରେ ପୀଡ଼ିତା ନାବାଳିକା ବୟାନ ଦେଇଥିଲେ। ଗିରଫଦାରୀ ଓ୍ବାରେଣ୍ଟ ଜାରି ହେବା ପରେ ବିଧାୟକ ଅରୁଣ ଯାଦବ ଅଣ୍ଡରଗ୍ରାଉଣ୍ଡ…

ଆପୋଲୋକୁ ୪ ସପ୍ତାହ ମହଲତ

 ଭୁବନେଶ୍ବର()  ଘରୋଇ ହସ୍ପିଟାଲ ଆପୋଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ୟ୍ୟନ୍ତ ଏହାକୁ କାର୍ୟ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅହିଂସା ମନ୍ତ୍ର

ଭୁବନେଶ୍ବର()  ଆସନ୍ତା ଅକ୍ଟୋବର ୨ରେ  ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ।ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରୁଛନ୍ତି ।ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ସବୁ ପିଲା…

ଗୋବିନ୍ଦାଙ୍କ ପାଇଁ ପାଗଳ ଥିଲେ ଏହି ଅଭିନେତ୍ରୀ

୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି। ଗୋଟେ ସମୟରେ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଉଥିଲା। ଅଭିନେତ୍ରୀ ରାନୀ ମୁଖର୍ଜ୍ଜୀ ଗୋବିନ୍ଦାଙ୍କ ପ୍ରେମରେ ପାଗଳ…

ଯୋଗଗୁରୁ ଆନନ୍ଦଗିରିଙ୍କୁ ସିଡନୀ ଅଦାଲତ କଲା ନିର୍ଦ୍ଦୋଷରେ ଖଲାସ

ସିଡନୀ : ଯୋଗ ଗୁରୁ ଆନନ୍ଦ ଗିରି ମହାରାଜଙ୍କୁ ଅଷ୍ଟ୍ରେଲିଆର ସିଡନୀ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ କୋର୍ଟରେ ନିରାଧାର ଓ ମନଗଢା ସାବ୍ୟସ୍ତ ହୋଇଛି। କୋର୍ଟରେ ସିଡନୀ ପୋଲିସ ମଧ୍ୟ ନିଜର ଭୁଲ ସ୍ୱୀକାର କରିଛି। ଏଣୁ କୋର୍ଟ ଆନନ୍ଦ ଗିରିଙ୍କ…

ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ ଅଶୋକ ମହାପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି। RTO ଛକ ନିକଟରେ ଥିବା ଘର ସମେତ ମାଲପଡାରେ ପୈତୃକ ଘର, ବ୍ୟାଙ୍କ…

ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ପୁରୀ, ଝାରସୁଗୁଡା ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ…

ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଟ୍ରାଫିକ ଭିଡ଼ କମାଇବାକୁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର : ଭୁବନେଶ୍ୱର ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଟ୍ରାଫିକ ଭିଡ଼ କମାଇବାକୁ ନୂଆ ବ୍ୟବସ୍ଥା । ଏଣିକି ବାଣୀବିହାର ଓ ଆଚାର୍ଯ୍ୟବିହାରରେ ନାଇଟ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାଣୀବିହାର ସତସଙ୍ଗ ବିହାର ଠାରୁ ବସରେ ଯାତ୍ରା କରିବେ । ଭୁବନେଶ୍ୱର ଟ୍ରାଫିକ ପୋଲିସ…

ଧରାପଡିଲେ ଲାଞ୍ଚୁଆ ସ୍ବାସ୍ଥ୍ୟ କର୍ମଚାରୀ

ଖୋର୍ଦ୍ଧା :  ଦ୍ବିପ୍ରହରରେ ମୃତ୍ୟୁ ପ୍ରମାଣପତ୍ର ଦେବାପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଲାଞ୍ଚୁଆ କିରାଣୀ ଅଶୋକ କୁମାର ମହାନ୍ତି । ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ତାଙ୍କୁ ତାଙ୍କ…