Odia News Portal

ପୁରୀ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ

2013 ଥଇଥାନ ନୀତି ସହ ସ୍ବତନ୍ତ୍ର କ୍ଷତିପୂରଣ ଓ ସହାୟତା ଭୁବନେଶ୍ବର () ଶ୍ରୀମନ୍ଦିରର ସୁରକ୍ଷା ଜୋନ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ…

ଅର୍ବିଟରରୁ ପୃଥକ ହେଲା ଲ୍ୟାଣ୍ଡର ବିକ୍ରମ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ()  ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ଅର୍ବିଟରଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଅପରାହ୍ନ ୧ଟା ୧୫ ମିନିଟ୍ ରେ ଏହି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି । ଗତକାଲି ପଞ୍ଚମ ତଥା ଚୂଡାନ୍ତ କକ୍ଷ ପଥରେ ପ୍ରବେଶ କଲାପରେ…

ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଆଗରେ

ଭୁବନେଶ୍ୱର() ଆଜି ରାଜ୍ୟରେ ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର,…

ବେଳାଭୂମିରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ନେଇ ସୁନ୍ଦର ବାଲୁକାକଳା

ପୁରୀ  : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ୍ ବୋତଲରେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ସହ ପ୍ଲାଷ୍ଟିକର ବ୍ୟବହାର ନକରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…

ବିଜେଡ଼ିର ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ବର : ନିର୍ବାଚନରେ ବିଜେଡିକୁ ଜୟଯୁକ୍ତ କରିଥିବା ଭୋଟରଙ୍କ ପାଖକୁ ପୁଣି ଥରେ ଯିବ ବିଜେଡି । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରାଯିବ । ଆଜି ଗଣେଷ ଚତୁର୍ଥୀରେ ଦଳର ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

‘ସାହୋ’ ପ୍ରଥମ ଦିନରେ କେତେ କୋଟି ଟଙ୍କା ଆୟ କରିଛି, ଆସନ୍ତୁ ଜାଣିବା

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଶୁକ୍ରବାର(୩୦ ଅଗଷ୍ଟ) ମୁକ୍ତିଲାଭ କରିଛି। ମୁକ୍ତିଲାଭ କରିବାର ପ୍ରଥମ ଦିନ ସାହୋ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ‘ସାହୋ’ର ହିନ୍ଦୀ ଭର୍ସନରୁ କେବଳ ପ୍ରଥମ ଦିନରେ ୨୪ କୋଟିରୁ ଅଧିକ ଟଙ୍କା ଆୟ ହୋଇଛି। ଏନେଇ ଜଣାଶୁଣା…

ଦ୍ୱିତୀୟ ଟେଷ୍ଟ : ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ : ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬ ରନ୍‌ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୧୧୭ ରନ୍‌ରେ ସୀମିତ ରହିଥିଲା। ୨୯୯ ରନ୍‌ର ଅଗ୍ରଣୀ ସତ୍ତ୍ୱେ ଟିମ ଇଣ୍ଡିଆ ଅଧିନାୟକ…

ମାଲିଙ୍ଗା ହେଲେ ବିଶ୍ୱ ରେକର୍ଡ ଅଧିକାରୀ

କାଣ୍ଡି : ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ରବିବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସର୍ବାଧିକ ଉଇକେଟ ନେଇଥିବା ବୋଲର ହେବାର ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ରେ କଲିନ ଡେ’ ଗ୍ରାଣ୍ଡହୋମଙ୍କୁ କ୍ଲିନ ବୋଲ୍ଡ କରି ଏହି ସଫଳତା…

ଏକାଠି ହେଲେ କ୍ୟାଟ୍ରିନା-ରଣବିର

ବମ୍ବେ : ବଲିଉଡ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍‌ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌-ରଣବିର କପୁର ଅନ୍ୟତମ। ରଣବିର ପୂର୍ବରୁ କ୍ୟାଟ୍‌ଙ୍କ ସହ ପ୍ରେମସମ୍ପର୍କ ଥିବାବେଳେ ବର୍ତ୍ତମାନ ଆଲିଆ…

ଚର୍ଚ୍ଚାରେ ସ୍ୱାଧିନ ମଲ୍ଲିକ, ତିଆରି କଲେ ବିଶ୍ୱର କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ଭୁବନେଶ୍ବର : ବିଘ୍ନ ବିନାଶକ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ୧ ଇଞ୍ଚ୍ରୁ କମ୍ ଓ ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର…