Odia News Portal

ମିଶ୍ରଣକୁ ବିରୋଧ କରି ସେବା ସଂଘ ଦୁଇ ଫାଳ

ଭୁବନେଶ୍ବର : ବିଭାଗ ସହିତ ନିର୍ଦ୍ଦେଶାଳୟର ମିଶ୍ରଣକୁ ବିରୋଧ କରି ସଚିବାଳୟ ସେବା ସଂଘ ଏବେ ଦୁଇ ଫାଳ । ଗୋଟିଏ ପଟରେ ସାଧାରଣ ସମ୍ପାଦକ ଓ ଆର ପଟେ ସଭାପତି ଏବଂ ତାଙ୍କ ଅନୁଗତ । ଦୁଇ ନେତାଙ୍କର ଭିନ୍ନ ମତ ଯୋଗୁଁ ବିରୋଧ ଏବେ ଏକ ପ୍ରକାର ବାଟବଣା । ସରକାର ତାଙ୍କ ନିଷ୍ପତ୍ତି ଶୁଣାଇବାପରେ…

ଜରି କୁଡିଆରେ ବିତୁଛି ଅସାହୟା ମହିଳାଙ୍କ ଜୀବନ

ସାଲେପୁର : ଦୀନଦୁଃଖୀ, ନିରାଶ୍ରୟ ବ୍ୟକ୍ତିମାନଙ୍କ ପାଇଁ ସରକାର ମାଳମାଳ ଯୋଜନା କରୁଥିବାବେଳେ ଏହି ଯୋଜନା ମାମିନା ପାଇଁ ସାତ ସପନ ପାଲଟିଛି । ଏଭଳି ଠୋସ୍ ଚିତ୍ର ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ର ପଦ୍ମପୁର ଗ୍ରାମରେ । ମା’ଙ୍କୁ ହରାଇଲାପରେ ପଲିଥିନ୍ ଘେରା କୁଡ଼ିଆରେ ଜୀବନ କାଟୁଛି…

ଅକ୍ଷୟଙ୍କୁ ଭେଟିବାକୁ ୧୮ ଦିନରେ ୯ ଶହ କିମି ଚାଲିଲେ ଯୁବ ପ୍ରଶଂସକ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ତାଙ୍କର ଜଣେ ଯୁବ ପ୍ରଶଂସକ ୧୮ ଦିନରେ ୯ ଶହ କିଲୋମିଟର ଚାଲି ଚାଲି ଆସି ମୁମ୍ବଇରେ ପହଞ୍ଚିଛନ୍ତି। ଖିଲାଡ଼ି କୁମାରଙ୍କ ଏହି ପ୍ରଶଂସକଙ୍କ ନାମ ପର୍ବତ। ସେ ଗୁଜରାଟର ଦ୍ୱାରକାରୁ ପାଦରେ ଚାଲି ଚାଲି ଆସିଛନ୍ତି। ନିଜେ…

ଆସନ୍ତୁ ଜାଣିବା … ମିଶ୍ରୀର ୫ଟି ଔଷଧୀୟ ଗୁଣ

ଭୁବନେଶ୍ବର : ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇ ସାରିବା ପରେ ମିଶ୍ରୀ ଓ ପାନମହୁରୀ/ପାନମଧୁରୀ ଖାଇବାକୁ ଦିଆଯାଏ । ଏହି ଦୁଇଟିକୁ ମାଉଥ୍ ଫ୍ରେଶନର ଭାବେ ବ୍ୟବହାର କରାଯାଏ । ମିଶ୍ରୀ ଶରୀରକୁ ଅନେକ ସୁଫଳ ଦେଇଥାଏ । ନିୟମିତ ଖାଦ୍ୟ ତାଲିକାରେ ମିଶ୍ରୀ ସାମିଲ କରିବା ଉଚିତ୍ । ତେବେ ଆସନ୍ତୁ…

ଜାଣନ୍ତୁ କିଭଳି ବାସ୍ତୁ ଦୋଷକୁ ଦୂର କରନ୍ତି ଗୋମାତା

ଭୁବନେଶ୍ବର : ହିନ୍ଦୁ ଧର୍ମରେ ଗାଈର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପୁରାଣ ଅନୁଯାୟୀ ଗାଈଙ୍କ ମଧ୍ୟରେ ସମସ୍ତ ଦେବାଦେବୀଙ୍କ ବାସ ରହିଛି। ହିନ୍ଦୁ ମାନଙ୍କ ପାଇଁ ଗୋମାତା ସବୁଠାରୁ ପବିତ୍ର ଅଟନ୍ତି। ମାନ୍ୟତା ରହିଛି ଯେଉଁ ସ୍ଥାନରେ ଗାଈ ଠିଆ ହୋଇ ଆନନ୍ଦର ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ସେହି…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ପ୍ରତ୍ୟୁଷ ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବ୍ୟବସାୟ, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।…

ପଥରମାଡ଼ରେ ସାଂସଦ ଆହତ, କାହିଁକି ଜାଣନ୍ତୁ

କୋଲକାତା()  ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଉପରେ ଆକ୍ରମଣ । ଏହି ଅଭିଯୋଗ କରିଛନ୍ତି ଖୋଦ ସାଂସଦ । ଅର୍ଜୁନ କହିଛନ୍ତି- ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୁଲିସ୍ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛି। ବାରାକ୍ପୋର୍ ପୁଲିସ୍ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ…

ପରଦାକୁ ଆସିବ ରାନୁ ମଣ୍ଡଳଙ୍କ ବାୟୋପିକ

ମୁମ୍ବାଇ ()  ସୋସିଆଲ ମିଡିଆର କ୍ବିନ ବନିଯାଇଥିବା ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଋଷିକେଶ ମଣ୍ଡଳ ତାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ। ଚଳିତ ସେପ୍ଟେମ୍ବର ମାସରେ ତାଙ୍କ ଉପରେ ଆଧାରତି ଫିଲ୍ମ ସୁଟିଂ କରାଯିବ କଥା…

ଏଣିକି ମୋ ବସରେ ସମ୍ବାଦପତ୍ର ସେବା

ଭୁବନେଶ୍ୱର()  ଏଣିକି ମୋ ବସରେ ଯାତ୍ରୀମାନେ ଦୈନିକ ସମ୍ବାଦପତ୍ର ପଢିପାରିବେ । ଆଜିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଦୈନିକ ଯାତ୍ରୀମାନଙ୍କର ପଢିବାର ଅଭ୍ୟାସକୁ ପ୍ରୋସାôହିତ ଓ ବିକଶିତ କରିବା ପାଇଁ ଏପରି ଅଭିଯାନ ପ୍ରୟାସ କରାଯାଇଛି । ଅଧିକରୁ ଅଧିକ ଯାତ୍ରୀ ମାନଙ୍କୁ ଏହି ସେବା ସହ…

ଏହି ସ୍ତାନରେ ଫଟୋ ଉଠାଇଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ

କିଛି ବର୍ଷ ମଧ୍ୟରେ ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଏହା ଉପରେ ରୋକ ଲଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା ଆରମ୍ଭ କରାଯାଇଛି । ଟ୍ରେନ କିମ୍ବା ରେଳଧାରଣା ନିକଟରେ ସେଲଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ପୂର୍ବତଟ…