କିଟ୍ ରେ ଦଶମ ଜାତୀୟ ମାନବ ସମ୍ବଳ କନ୍କ୍ଲେଭ୍
ଭୁବନେଶ୍ୱର : କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ୧୦ମ ଜାତୀୟ ମାନବ ସମ୍ବଳ କନ୍କ୍ଲେଭ ଶନିବାର ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ‘କ୍ରିଟିକାଲ୍ କମ୍ପିଟେନ୍ସିଜ୍ ଫର୍ ଦି ଫ୍ୟୁଚର: ଇଜ୍ ଚେଞ୍ଜ ଦି ଓନ୍ଲି କନ୍ଷ୍ଟାଣ୍ଟ? ବିଷୟବସ୍ତୁ ଉପରେ ଭାରତର ବହୁ ପ୍ରମୁଖ ମାନବ ସମ୍ବଳ ବିଶେଷଜ୍ଞ…
