ଭୁଜାଲିରେ ଆକ୍ରମଣ ପରେ ଲୁଟ, ୪ ଗୁରୁତର
କେନ୍ଦ୍ରାପଡ଼ା : ରାଜ୍ୟରେ ଦିନକୁ ଦିନ ଡକାୟତି ମାମଲାରେ ବଢ଼ିବାରେ ଲାଗିଛି । ସଶସ୍ତ୍ର ଡକାୟତମାନେ ରାତି ଅଧରେ ଘର ଭିତରେ ପଶି ପରିବାର ଲୋଙ୍କୁ ଆକ୍ରମଣ କରି ଲୁଟ କରୁଛନ୍ତି । ବୁଧବାର ରାତିରେ କଟକରେ ଜଣକ ଘରେ ଏଭଳି ଘଟିଥିବାବେଳେ ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମାନ ଘଟଣା…
