Odia News Portal

ବଲିଉଡକୁ ଏଣ୍ଟ୍ରି ମାରିଲେ ରାନୁ

ମୁମ୍ବାଇ()   ଷ୍ଟେସନ ପ୍ଲାଟଫର୍ମରେ ଗୀତ ଗାଇ ସୋସାଲ ମିଡିଆରେ ରାତାରାତ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଲ ବଲିଉଡକୁ ଏଣ୍ଟ୍ରିକୁ ମାରିଛନ୍ତି । ରାନୁଙ୍କ ସମ୍ପର୍କରେ ହିମେଶ ଜାଣିବା ପରେ ତାଙ୍କୁ ଭେଟିଥିଲେ। ତାଙ୍କର ଗାୟନ କଳାରେ ଅଭିଭୂତ ହୋଇ ତାଙ୍କର ଆଗାମୀ ଫିଲ୍ମ ‘ହାପି ହାର୍ଡି ହିର୍’ର…

ପୁରୀ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀର ରୂପାନ୍ତରଣ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ ... ଭୁବନେଶ୍ବର : ପୁରୀର ବିକାଶ ପାଇଁ ଆଉ ୫୦୦ କୋଟିର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ବିକାଶ ପାଇଁ ଏକ ସମୀକ୍ଷା ବୈଠକରେ ବିସ୍ତ୍ରୁତ ଭାବେ ଆଲୋଚନା ପରେ ଏହି ପ୍ରକଳ୍ପ…

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବମୁଖର ରାଜଧାନୀ

ଭୁବନେଶ୍ବର : ଆଜି ଜନ୍ମାଷ୍ଟମୀ । ଜନ୍ମ ନେବେ କହ୍ନେୟା ଲାଲ ।  ଝୁଲଣରେ ଝୁଲିବେ ଭଗବାନ ଶ୍ରୀକୃଷ୍ଣ । ଭଜନ କୀର୍ତ୍ତନରେ ଉଛୁଳିବ ଚତୁର୍ଦ୍ଦିଗ । ସେଥିପାଇଁ  ଉତ୍ସବମୁଖର ମଠ ମନ୍ଦିର । ଚଳିତ ବର୍ଷ ଶୁକ୍ରବାର ସକାଳ ୮ଟା ୧୨ ମିନିଟରୁ ଶନିବାର ସକାଳ ୮ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି…

ମୋ ବସ : ସେପ୍ଟେମ୍ବର ୧ରୁ ବିନା ଟିକେଟ୍ ରେ ଯାତ୍ରା କଲେ ଜୋରିମାନା

ଭୁବନେଶ୍ବର : ବିନା ଟିକେଟ୍ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବର ୨୦୧୯ ତାରିଖରୁ କ୍ୟାପିଟାଲ୍ ରିଜନ୍ ଅରବାନ୍ ଟ୍ରାନ୍ସପୋର୍ଟ ଜୋରିମାନା ଜାରି କରିବ । ଏହାର ପରିମାଣ ଟିକଟ ମୂଲ୍ୟର ୧୦ ଗୁଣ କିମ୍ବା ୫୦୦ ଟଙ୍କା (ଯେଉଁଟା କମ୍‍ ହେବ) ଆଦାୟ କରାଯିବ । ତେଣୁ କୃଟ ଅନୁରୋଧ କରୁଛି ଯାତ୍ରୀ…

୧୩ ବର୍ଷ ପରେ ଅଭିନୟ ଜଗତକୁ ଫେରିଲେ ଶିଳ୍ପା

ମୁମ୍ବାଇ ()  ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୩ ବର୍ଷ ପରେ ଶିଳ୍ପା ଶେଟ୍ଟୀ ପୁଣି ବଲିଉଡ୍ ଫେରୁଛନ୍ତି। ସବୀର ଖାନ୍ଙ୍କ ଫିଲ୍ମ ‘ନିକମା’ରେ ସେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଦିନ ଶୁଟିଂର ଏକ ଫଟୋ ସୋସିିଆଲ ମିଡିଆରେ ଶିଳ୍ପା ଶେୟାର କରିଛନ୍ତି। ଏହି ଫଟୋରେ ଶିଳ୍ପା, ଅଭିମନ୍ୟୁ…

ମକା ଖାଇ ପାଣି ପିଉଛନ୍ତି କି? ସାବଧାନ

ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ। କିଛି ନଜାଣି ନ ଶୁଣି ଲୋକମାନେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ, ମକା ଖାଇବା ପରେ…

ରଘୁଙ୍କ ପ୍ରେମରେ ସ୍ବରା

ମୁମ୍ବାଇ ()  ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଜୀବନରେ ନୂଆ ମଣିଷଙ୍କ ଏଣ୍ଟ୍ରି ହୋଇଛି, ଯାହାକୁ ନେଇ ସ୍ବରା ବେଶ୍ ଖୁସୀ।ଅଭିନେତା ଗିରିଶ କର୍ନାଡଙ୍କ ପୁଅ ରଘୁଙ୍କୁ ଡେଟ୍ କରୁଛନ୍ତି ସ୍ବରା। ନିକଟରେ ଉଭୟଙ୍କୁ ଏକ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଅବସରରେ ଏକସଙ୍ଗରେ ଦେଖାଯାଇଥିଲା।…

ଆରମ୍ଭ ହେଲା ‘ମୋ ପଂଚାୟତ’ କାର୍ଯ୍ୟକ୍ରମ

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ ତୃଣମୂଳ ସ୍ତରରେ ତ୍ବରାନ୍ବିତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ପଂଚାୟତ’ କାର୍ଯ୍ୟକ୍ରମ । ସ୍ଥାନୀୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା…

ଘରେ କୁକୁର ବିଲେଇ ପାଳିଲେ ଏହି ରୋଗର ଶିକାର ହେବେ

ଅଧିକାଂଶ ଲୋକ କୁକୁର ବିଲେଇ ପାଳିବାକୁ ଭଲ ପାଆନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏକ ଗବେଷଣା ଦ୍ବାରା ଜଣା ପଡିଛି ଯେ, “ପେଟ୍ ବା ପୋଷା ଜନ୍ତୁ” ରଖୁଥିବା ଲୋକେ ଅନ୍ତ ନଳୀ ଜଡିତ ଇରିଟେବଲ୍ ବାଉଲ ସିଣ୍ଡ୍ରୋମ ନାମକ ଏକ ରୋଗର ଶିକାର ହୁଅନ୍ତି। ଏହି ରୋଗ ହେଲେ ମଣିଷ…

ଦୁନିଆର ୪ ନମ୍ବର ଧନୀ ହିରୋ ଅକ୍ଷୟ

ମୁମ୍ବାଇ()  ଅକ୍ଷୟ ଫୋବର୍ସ ଦ୍ୱାରା ପ୍ରକାଶ ପାଇଥିବା ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାର ୪ ନମ୍ବରରେ ରହିଛନ୍ତି ଅକ୍ଷୟ କୁମାର । ଏଥିରେ ଅନ୍ୟ କୌଣସି ବଲିଉଡ଼୍ ଅଭିନେତାଙ୍କର ନାମ ନାହିଁ । ୨୦୧୮ ଜୁନ୍‌ ପହିଲାରୁ ୨୦୧୯ ଜୁନ ପହିଲା ଯାଏଁ ଅକ୍ଷୟଙ୍କ ରୋଜଗାର ୬୫…