Odia News Portal

ନୀତି ଆୟୋଗ ବୈଠକରେ ଅରୁଣ

ଭୁବନେଶ୍ବର (): ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଗଠିତ ମୁଖ୍ୟମନ୍ତ୍ରୀମାନଙ୍କ ଉଚ୍ଚକ୍ଷମତା ସମ୍ପନ କମିଟିର ବୈଠକ ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି…

ପରଦାକୁ ଆସିବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ()  କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ୨୦୨୦ ଅଗଷ୍ଟ ୧୫  ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏନେଇ ଟୁଇଟ୍ କରି କରିଛନ୍ତି ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ସେ…

ଅସିତ ତି୍ରପାଠୀ ପରବର୍ତ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର()  ଉନ୍ନୟନ କମିଶନର ଥିବା ଅସିତ୍ ତ୍ରିପାଠୀ ରାଜ୍ୟର ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଏ.ପି ପାଢୀ ମୁଖ୍ୟ ନିର୍ବାଚନ କମିଶନର ହେଉଥିବାରୁ ତାଙ୍କ ସ୍ତାନରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ନିଷ୍ପତ୍ତି ହୋଇଯାଇଛି । ଏହା ମଧ୍ୟରେ ଜଳ…

ବିଜେପିରେ ଅପରାଜିତାଙ୍କୁ ନେଇ ଅନ୍ତଃକନ୍ଦଳ

ଭୁବନେଶ୍ବର : ରାଜ୍ୟ ବିଜେପିର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି । ଅପରାଜିତାଙ୍କ ଏକପାଖିଆ…

ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର() ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ।ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ନିଯୁକ୍ତି ଉପରେ ରାଜ୍ୟପାଳଙ୍କ ମୋହର ବାଜିବା ପରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଆଦିତ୍ୟ ।୧୯୮୩ ମସିହା ବ୍ୟାଚର ଏହି…

ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ

ଭୁବନେଶ୍ବର () ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକି ଅବସରରେ ପାଳିତ ହେଉଥିବା ସ୍ବାଧୀନତା ଦିବସରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ ।…

ବ୍ରିଟିଶ ପରମ୍ପରା ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର () ରାଜ୍ୟରେ ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ ହେଲା । ଆଜିଠାରୁ ଏହି ବ୍ରିଟିଶ ପରମ୍ପରାର ଉଚ୍ଛେଦ କରାଗଲା । ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ…

ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ

କଟକ : ମନ୍ଦିରରେ ପଶିଲା ପାଣି । ମହାନଦୀରେ ପାଣି ବଢି କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ଫଳରେ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିର ଓ ମନ୍ଦିର ବେଢାରେ ୫ ଫୁଟରୁ ଅଧିକ ପାଣି ଚାଲୁଛି । ସେପଟେ ଦର୍ଶନ ନପାଇ ଭକ୍ତମାନେ ନିରାଶ…

ପୁଣି ଲଜ୍ଜା : ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ

ବାଲେଶ୍ୱର : ସୋର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ କରିବାର ୧୨ ଦିନ ପରେ ବି ମିଳିନି ଅଭିଯୁକ୍ତଙ୍କ ସୁରାକ୍‌ । ସେପଟେ ନାବାଳିକାର ପରିଚୟ ମିଳିପାରି ନଥିବା ବେଳେ ମାମଲା ରୁଜୁ କରିପାରୁନି ପୋଲିସ । ଜଣେ ଯୁବକ ନାବାଳିକାକୁ ବୁଲାଇ ଆଣିବାକୁ କହି ଥଣ୍ଡା…

ଆଜି ତୃତୀୟ ଦିନିକିଆ, ଶୃଙ୍ଖଳା ଲକ୍ଷ୍ୟରେ ଭାରତ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍‌ ଆଗୁଆ ଥିବାରୁ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳ ମ୍ୟାଚ୍‌ ଜିତି ସିରିଜ୍‌ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ…