ବେଳାଭୂମିରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ନେଇ ସୁନ୍ଦର ବାଲୁକାକଳା
ପୁରୀ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ୍ ବୋତଲରେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ସହ ପ୍ଲାଷ୍ଟିକର ବ୍ୟବହାର ନକରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ଗଣେଶ ଚତୁର୍ଥୀ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…
