Odia News Portal

ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ଲୋକଙ୍କ ସେବା କର

ଭୁବନେଶ୍ବର () : ଆଜି ପୂର୍ବାହ୍ଣରେ ନବୀନ ନିବାସଠାରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ମୁଁ ପ୍ରଥମକରି ବିଧାୟକ…

ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ବର()   ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକରେ ବର୍ଷା ହେବ। ସହ ଘଡ଼ଘଡ଼ି ମାରିବ। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର । ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା…

ବିଧାନସଭାକୁ ମୋବାଇଲ ମନା

ଭୁବନେଶ୍ବର()   ଏଣିକି ବିଧାନସଭାକୁ ମୋବାଇଲ ନେବା ଉପରେ ରୋକ ଲଗାଇଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କି କିଏ ବ୍ୟବହାର କରୁଥିବାର ଦେଖାଯିବେ ତେବେ ତାହାକୁ ଜବତ କରାଯିବ । ଗୃହ ଭିତରେ ମୋବାଇଲ ବ୍ୟବହାର କଲେ ପାର୍ଯ୍ୟାନୁÂାନ ନିଆଯିବ…

ଆଜି ବିଜେଡ଼ି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର : ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡାକିଲେ ମୁଖ୍ୟମନ୍ତ୍ରୀ। ସକାଳ ସାଢେ ୯ଟାରେ ସମସ୍ତ ନୂଆ ବିଧାୟକଙ୍କୁ ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସଂଗଠନକୁ ସୁଦୃଢ କରିବା ପ୍ରସଙ୍ଗରେ…

ବର୍ମିଂହାମରେ ବାଂଲାଦେଶକୁ ୨୮ ରନରେ ପରାଜୟ କରି ବିଶ୍ୱକପ ସେମିଫାଇନାଲକୁ ଏଣ୍ଟ୍ରି କଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍‌ : ପଡ଼ୋଶୀ ବାଂଲାଦେଶକୁ ୨୮ ରନ୍‌ରେ ହରାଇ ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲ୍‌ରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ନକ୍‌ଆଉଟ୍‌ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ କରିଥିଲା ୯ ଓ୍ଵିକେଟ୍‌ରେ ୩୧୪ ରନ୍‌ । ୩୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ…

ଓସ୍‌ଜା ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

ଭୁବନେଶ୍ୱର : ଆଜି ଜୁଲାଇ ୨ ତାରିଖ । ଆଜି ଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ଏହି ଅବସରରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ତରଫରୁ ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଫୁଟ୍‌ବଲ୍‌ ପ୍ରତି ଅବଦାନ ପାଇଁ ଗୀତାଞ୍ଜଳି ସାମନ୍ତରାୟ…

୬ରୁ ପ୍ରବଳ ବର୍ଷିବ

ଭୁବନେଶ୍ବର()   ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା , ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି…

୧୧.୩୦ ପର୍ୟ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ()   ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ବଢିଲା ନବଯୌବନ ଦର୍ଶନ ଅବଧି । ଦର୍ଶନ ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ୪ଟା ପରିବର୍ତ୍ତେ ରାତି ସାଢେ ୧୧.୩୦ ଯାଏଁ ଶ୍ରୀଜିଉ ଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ…

ସଂସଦରେ କାର୍ୟ୍ୟ ସମ୍ଭାଳିବା ପାଇଁ ପ୍ରତିନିଧି ନିଯୁକ୍ତି କଲେ ଏହି ସାଂସଦ

ନୂଆଦିଲ୍ଲୀ ()   ସାଂସଦ ପାଲଟିଥିବା ଅଭିନେତା ଟର୍ଣ୍ଣଡ୍ ରାଜନେତା ସନ୍ନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିବା ପରେ ସଂସଦରେ ତାଙ୍କ କାର୍ୟ୍ୟ ସମ୍ଭାଳିବା ପାଇଁ ଜଣେ ପ୍ରତିନିଧ୍ୱିଙ୍କୁ ନିଯୁକ୍ତି ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକମାନଙ୍କରେ ଉପସ୍ଥିତ ରହି ଦାୟିତ୍ୱ…

ପ୍ରକାଶ ପାଇଲା ପ୍ରଥମ +୨ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର() ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ । ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ୍ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ୯୦ ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ…