ଆଜି ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଭେଟଘାଟ
ନୂଆଦିଲ୍ଲୀ : ଆଜି ନବୀନ-ଧର୍ମେନ୍ଦ୍ର ଭେଟଘାଟ । ଦିଲ୍ଲୀର ଓଡିଶା ଭବନରେ ଦୁଇ ନେତାଙ୍କ ଭିତରେ ହେବ ସାକ୍ଷାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ହେବ ସାକ୍ଷାତ ଆଲୋଚନା । ଏନେଇ ବିଧିବଦ୍ଧ…
