ଖୁବ ଶୀଘ୍ର ଲଞ୍ଚ ହେବ ନୋକିଆର ୫ଜି ସ୍ମାର୍ଟଫୋନ !
ନୂଆଦିଲ୍ଲୀ : ସମଗ୍ର ଦୁନିଆ ଏବେ ମୋବାଇଲର ମାୟାରେ ବାୟା । ସମଗ୍ର ଦେଶରେ ଏବେ ଗ୍ରାହକ ୪ଜି ଫୋନ ବ୍ୟବହାର କରୁଥିବା ବେଳେ ଏବେ ଲୋକଙ୍କ ମନରେ ୫ଜି ପାଇଁ ଅନେକ ଆଗ୍ରହ ବା କ୍ରେଜ ରହିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ଚାହିଦାକୁ ଆଖି ଆଗରେ ରଖି ମଧ୍ୟ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ…
