Odia News Portal

ମେ ୧୯ରେ ହେବ ପାଟକୁରା ନିର୍ବାଚନ

ଭୁବନେଶ୍ବର()  ପାଟକୁରା ପାଇଁ ନୂଆ ନିର୍ବାଚନ ତାରିଖ ମେ ୧୯ତାରିଖକୁ ଧାର୍ୟ୍ୟ ହୋଇଥିବା ବେଳେ ନାମାଙ୍କନ ଦାଖଲ ପାଇଁ ମେ ୧ତାରିଖ ଧାର୍ୟ୍ୟ କରାଯାଇଛି । ମେ ୨ତାରିଖରେ ଯାଞ୍ଚ ଓ ୪ତାରିଖରେ ପ୍ରାର୍ଥୀପତ୍ର ପତ୍ୟାହାର ପାଇଁ ନିର୍ବାଚନ କମିଶନ ସୂଚୀ ଘୋଷଣା କରିଛନ୍ତି । ଏହି ତାରିଖ ଘୋଷଣା ହେବା…

ଅଡୁଆରେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ୟାତନ ମାମଲାକୁ ‘ଷଡ଼ଯନ୍ତ୍ର’ କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି କହିବା ପରେ ସୁପ୍ରିମକୋର୍ଟର…

ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର() ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ।୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ୟ୍ୟନ୍ତ…

ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଜୀଙ୍କୁ ଆମନ୍ତ୍ରଣ

ବାଲେଶ୍ବର () ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାରେ ସରକାର ଗଠନ ଦାବି ଏବଂ ଓଡିଶାକୁ ବିଜେଡି ଗଲା ପରେ ସେ ପୁଣି ଓଡିଶା ଆସିବେ ବୋଲି ବକ୍ତବ୍ୟ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ଟିପ୍ପଣୀ ରଖିଛନ୍ତି । ସେ ମୋଦିଙ୍କୁ ବିଜେଡିର ପଞ୍ଚମ ପାଳି ସରକାର ଗଠନ ପାଇଁ…

ଆମିର ବିଜନେସ କ୍ଳାସ ଛାଡି ଇକୋନମିରେ କଲେ ଯାତ୍ରା, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ସାଧାରଣତଃ ସମସ୍ତ ବଲିଉଡ ଷ୍ଟାର ବିମାନ ଯାତ୍ରା ସମୟରେ ବିଜନେସ କ୍ଳାସରେ ହିଁ ଯାତ୍ରା କରିଥାନ୍ତି। କିନ୍ତୁ ବଲିଉଡର ପରଫେକ୍ଟସନିଷ୍ଟ ଭାବେ ଜଣାଯାଉଥିବା ଆମିର ପୁଣି ଥରେ ନିଜକୁ ଅନ୍ୟ ଷ୍ଟାର ମାନଙ୍କରୁ ଭିନ୍ନ ପ୍ରମାଣିତ କରିଛନ୍ତି। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ମହିଳା ୨ଶହ ମିଟର ଦୌଡ଼ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମିଫାଇନାଲରେ ୨୩ ଦଶମିକ ୩୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ସେ ଏହି ସଫଳତା ପାଇଛନ୍ତି । ଏହାପୂର୍ବରୁ ଶହେ ମିଟର ଦୌଡ଼ରେ ଜାତୀୟ…

ପୁଣି ଥରେ ଚିତପଟାଙ୍ଗ ମାରିବେ ନିରଂଜନ : ବଦ୍ରି

କେନ୍ଦୁଝର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କ ଇଭିଏମରେ ସିଲ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛି କିଛି ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ । ସେ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ୟତମ । କାରଣ ଏହି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ବିରୋଧରେ ଲଢୁଥିଲେ…

ଅଡୁଆରେ ସିଦ୍ଧୁ, ୭୨ଘଣ୍ଟା ପର୍ୟ୍ୟନ୍ତ କରିପାରିବେନି …

ନୂଆଦିଲ୍ଲୀ ()  ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଛି କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରି ପାରିବେନାହିଁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ଏପରି କଟକଣା…

୫ଟା ସୁଦ୍ଧା ରାଜ୍ୟରେ ୬୧% ଭୋଟିଂ

ଭୁବନେଶ୍ବର()  ସଂଧ୍ୟା ୫ଟା ୩୦ ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ । ଆଜି ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୬୫.୩୨ ପ୍ରତିଶତ ମତଦାନ…

ନାମାଙ୍କନ ପତ୍ର ଦାଖଲ କଲେ ଗମ୍ଭୀର

ଦିଲ୍ଲୀ ଲୋକସଭା ସିଟ୍ ରୁ ବିଜେପି ଟିକେଟରେ ଗମ୍ଭୀର ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଆଜି ନାମାଙ୍କନ ପତ୍ର ଭରିଛନ୍ତି ଏବଂ ଏହା ପୂର୍ବରୁ ସେ ପୂଜାପାଠ ମଧ୍ୟ କରିଥିଲେ । ଯାହାପରେ ରୋଡ୍ ଶୋ ମଧ୍ୟ କରିଥିଲେ । ରୋଡ ସୋ’ରେ କହିଥିଲେ ସେ ଭାରତୀୟ ଜନତା ପାର୍ଟିର…