Odia News Portal

ବେଡଶିଟ୍‌ କିଣିବା ସମୟରେ ଏହି ସବୁ ବିଷୟରେ ଧ୍ୟାନ ଦିଅନ୍ତୁ

ବ୍ୟସ୍ତ ଜୀବନରେ କାମ କରି ଫେରିଲା ପରେ ମଣିଷ ଟିକେ ଶାନ୍ତି ଖୋଜେ, ନିଜ ଘରେ ଆରାମ କରିବାକୁ ଚାହେଁ। କାରଣ ବିଶ୍ରାମ କରିଲେ ହିଁ ମଣିଷ ସୁସ୍ଥ ରୁହେ। ଆରାମ କରିବାର ସୁଖ କେବଳ ସେଜରେ ହିଁ ମିଳିଥାଏ। ଶୟନକକ୍ଷରେ ବିଶ୍ରାମଠୁ ଆନନ୍ଦ ଅନ୍ୟ କୌଣସି ଜାଗାରେ ମିଳେନି। କକ୍ଷରେ ସବୁ ଜିନିଷ ନିଜ…

ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ : ଯବାନ ଗିରଫ

ଫୁଲବାଣୀ : ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଯବାନ ଗିରଫ । ଯବାନ ଜଣକ ହେଲେ ମୂରଲୀଧର ସ୍ବାଇଁ । ଆସାମର ଏକ ତୈଳ କମ୍ପାନୀରେ ସୁରକ୍ଷା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଏହି ଯବାନଙ୍କ ଘର ଭଞ୍ଜନଗର ଅଂଚଳରେ । ଫୁଲବାଣୀ ପିଅନପଡ଼ାର ଜଣେ…

ବଲାଙ୍ଗିରରେ ଦିଲ୍ଲୀର ଆବତାଫ ଫରିଦି

ବଲାଙ୍ଗିର : ଯବାନ ଜଣେ ରାତି ଉଜାଗର ରହିଲେ ଆମେ ଶାନ୍ତିରେ ଶୋଉ । ସୀମାରେ ସବୁବେଳେ ଜାଗ୍ରତ ରହୁଥିବା ଯବାନଟିଏ ନିଶ୍ଚିତ ସମ୍ମାନର ହକ୍‌ଦାର । ଏଇ କଥା ଦେଶର ପ୍ରତିଟି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସାଇକେଲ୍‌ରେ ଦେଶ ଭ୍ରମଣ କରୁଛନ୍ତି ଦିଲ୍ଲୀର ଆବତାଫ ଫରିଦି ନାମକ ଜଣେ ଯୁବକ । ଏହି…

ପୋଲିସ-ମାଓବାଦୀ ମୁହାଁମୁହିଁ, ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ ବୋମା ଜବତ

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ସୁଲିଆ ଗାଁ କତେଲଘାଟିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୧୦ରୁ ୧୨ ଜଣ ମାଓବାଦୀ ଓ କିଛି ମିଲିସିଆ ବୈଠକ କରିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ଚମ୍ପଟ…

୧୨ଘଣ୍ଟିଆ ବଣାଇ ବନ୍ଦ

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଘୋଷଣା କରିବା ଦାବି ନେଇ ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସବୁ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । କମିଟିର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଯାନ ବାହାନକୁ…

ମଦମୁକ୍ତ ହେବ ଗାଁ !

ରାୟଗଡ଼ା : ମଦମୁକ୍ତ ହେବ ଗାଁ । ମଦ ରାନ୍ଧିଲେ କି ପିଇଲେ ମିଳିବ କଠୋରରୁ କଠୋର ଦଣ୍ଡ । ଗାଁରୁ ବାସନ୍ଦ ହେବା ସହ ଦେବାକୁ ପଡିବ ୫ହଜାର ଟଙ୍କା ଜରିମାନା । ମଦ ଉପରେ ରୋକ୍‌ ଲଗାଇବାକୁ ରାୟଗଡ଼ା ସଦର ବ୍ଲକ୍‌ ବାଇସିଂ ପଞ୍ଚାୟତର ଜୁରୁଡ଼ି ଗାଁଲୋକଙ୍କ ଏହି ପ୍ରୟାସ । ଫଳରେ ଦୀର୍ଘଦିନ ହେବ ଗାଁରେ…

ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ

ପୂର୍ବତନ ଟିମ୍ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍ସି…

ଭାଲେଣ୍ଟାଇନ ସ୍ପେଶାଲ, ୧୦ହଜାର ଛାତ୍ରଛାତ୍ରୀ ନେବେ ଶପଥ ବିନା ଅନୁମତିରେ …

ବାପାମାଆଙ୍କ ସମ୍ମତି ବିନା ପ୍ରେମ-ବିବାହ ନ କରିବାକୁ ଗୁଜରାଟର ସୁରତ ଅଞ୍ଚଳରେ ହଜାର ହଜାର ସ୍କୁଲ୍ ପିଲା ଶପଥ ନେବାକୁ ଯାଉଛନ୍ତି। ଏହି ଅଭିନବ ଶପଥ ସେମାନେ ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ’ରେ ନେବେ ବୋଲି ଜଣାପଡ଼ିଛି । ହାସ୍ୟମେବ ଜୟତେ’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଏହି…

‘କିସ ଡେ’ ରେ ଜାଣନ୍ତୁ କିସର ପ୍ରକାରଭେଦ

କିସ କରିବାର କାରଣ ଜାଣନ୍ତି କି ? କିସ ପାଶ୍ଚାତ୍ୟ ସଭ୍ୟତାରୁ ଆସିଛି । ପାଶ୍ଚାତ୍ୟ ସଭ୍ୟତାରେ ଚୁମ୍ବନକୁ ଅତି ସାଧାରଣ କଥା ବୋଲି କୁହାଯାଏ । ହେଲେ ଏବେ କିନ୍ତୁ ତାହା ଆଧୁନିକ ଯୁଗରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଭଳି ସାଧାରଣ ଘଟଣା ହୋଇଯାରିଛି । ୨୦୧୩ ମସିହାରେ ଏକ ଗବେଷଣାରୁ ଜଣାପଡିଛି ଯେ…

ଭୁବନେଶ୍ୱରରେ କଂଗ୍ରେସ ସ୍କୃଟିନ କମିଟି ବୈଠକ

ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ରାହୁଲଙ୍କ ପଛକୁ ପି୍ରୟଙ୍କା ଗାନ୍ଧିଙ୍କ ଆବିର୍ଭାବ ପ୍ରତି କୋଣ ଓ ଅନୁକୋଣରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିପୁଳ ଉସ୍ôାହ ସୃଷ୍ଟି କରିଛି । ସେଇ ଉସ୍ôାହକୁ ନେଇ ଓଡିଶା କଂଗ୍ରେସରେ ମଧ୍ୟ ନିର୍ବାଚନ କସରତ ଆରମ୍ଭ ହୋଇଛି ।…