ଟଙ୍କା ନ ଦେବାରୁ ମା’କୁ ମାରିଦେଲା ପୁଅ
ପିଇଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ । କେତେବେଳେ କ’ଣ କରୁଛି ସେ ନିଜେ ବି ଜାଣିପାରେନି । ନିଶା ଯୋଗୁଁ ଅନେକ ସମୟରେ ଅପରାଧ ଘଟାଇଥାଏ । ସୁନ୍ଦରଗଡ଼ର ଦେଉଭୁବନପୁର ଗାଁରେ ଘଟିଛି ଏପରି ଏକ ଘଟଣା । ମଦ ପାଇଁ ମା’କୁ ମାରିଛି ପୁଅ ।
ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ଯୁବକ ଇଟାରେ ଛେଚି…
