Odia News Portal

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର () ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1984 ବ୍ୟାଚର ଆଇପିଏସ ଅଫିସର ଆର.ପି. ସିଂହଙ୍କୁ ଜେଲ ଡିଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଅତିରିକ୍ତ ଜେଲ ଡିଜି ବି.ଏନ. ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । 2000 ବ୍ୟାଚର ଆଇପିଏସ…

ଅନାଥ ଶିଶୁଙ୍କ ଦାୟିତ୍ବ ନେଲା ପ୍ରଶାସନ

ଗଜପତି () ତିତଲି ବାତ୍ୟାରେ ବାପାଙ୍କୁ ହରେଇଥିବା ଦୁଇଜଣ ଶିଶୁଙ୍କୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ମହେନ୍ଦ୍ରଗିରି ପର୍ବତରେ ଭୁସ୍ଖଳରେ ପ୍ରାଣ ହରେଇଥିବା ଶେଖର ଶବରଙ୍କ ଦୁଇ ସନ୍ତାନଙ୍କ ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ  । ସୁଆବା ଗାଁର ଶେଖର…

ଗିରଫ ହେଲା ଆୟାର

ଭୁବନେଶ୍ବର () ଓଡିଶା ବିରୋଧୀ ମନ୍ତବ୍ୟ ପାଇଁ ଗିରଫ ହେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ପୋଲିସ ଗିରଫ କରିଛି । ସେ କୋଣାର୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ସହ ଓଡିଶା ବିଧାୟକଙ୍କ ସମର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଗୃହ…

ନିର୍ବୋଧତା ପାଇଁ କ୍ଷମା ମାଗିଲେ ଆୟାର

ପୋଲିସ ହେପାଜତରେ ଆୟାର ବୈଜୟନ୍ତଙ୍କ ସହ ପୁରୀ, କୋଣାର୍କ, ଚିଲିକା ବୁଲିଛି ନଭେମ୍ବର 2ରେ ପୁଣି ଥରେ ହାଜିରା, ଦାଖଲ କରିବେ ସତ୍ୟପାଠ ଭୁବନେଶ୍ବର () : କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭା ଓ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା…

ଏ ବର୍ଷ ଶୀତ ଦିନେ ଉଷ୍ମ

ଭୁବନେଶ୍ବର () : ଏବର୍ଷ ସ୍ବାଭାବିକ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଶୀତ ଅନୁଭୁତ ହେବନି  । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀଠାରୁ ସ୍ବାଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ…

କେରଳ ବନ୍ୟା ପ୍ରପିଡିତକୁ ତ୍ରିବେଣୀର ସହାୟତା

ଭୁବନେଶ୍ବର: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସର ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ୭ହଜାରରୁ…

ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛି। ମୃତ ବାଳର ନାଁ ହେଲା ରାହୁଲ ବାରିକ। ସେହିପରି ନିଖୋଜ ଥିବା ବାଳକର ନା ହେଲା କାର୍ତ୍ତିକ ବାରିକ। ଏହି ଅଘଟଣଟି ଘଟିଛି…

ପୁଣି ବଳଦ ମାରି ଖାଇଲା ସୁନ୍ଦରୀ

ଦୁଇଦିନରେ ବାଘୁଣୀ ସୁନ୍ଦରୀ କରିଛି ଦୁଇଟି ଶିକାର। ଗତକାଲି ମଣିଷ ମାରିଲା ଓ ଆଜି ବଳଦ ଖାଇଲା। ଏହା ହେଉଛି ଅନୁଗୋଳର ଟାଇଁସି ଅଞ୍ଚଳରେ ଆତଙ୍କ ଖେଳାଇଥିବା ସୁନ୍ଦରୀର କାମ। ବାଘୁଣୀର ଦୁଇଟି ଦୁଇଟି ଶିକାର ପରେ ଅନୁଗୋଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି…

ଏସିଆନ୍ ଗେମ୍ସ ସେମି ଫାଇନାଲ୍ରେ ଟିମ୍ ଇଣ୍ଡିଆ

ହିରୋ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ବିଜୟଧାରା ଅବ୍ୟାହତ ରହିଛି। ପ୍ରଥମେ ଓମାନ ଓ ପାକିସ୍ତାନକୁ ମାତ ଦେଇଥିବା ଟିମ୍ ଇଣ୍ଡିଆ ରବିବାର ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଜାପାନ୍କୁ ୯-୦ ଗୋଲ୍ରେ ପରାସ୍ତ କରିଛି। ଭାରତ ତା’ର ୩ଟି ଯାକ ଲିଗ୍ ମ୍ୟାଚ୍କୁ ଜିତି…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ…
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.