Odia News Portal

ନୂଆ ପଂଜିନିବେଶ ସହ ୩୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ବର () : ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ରାଜ୍ୟରେ ଶିଳ୍ପାୟନର ପ୍ରକ୍ରିୟାକୁ ଆଉ ଚଳଚଞ୍ଚଳ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥୋରିଟି ବୈଠକରେ 6ଟି ମେଗା ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହିତ ସଚିବାଳୟରୁ ଭିଡିଓ…

ମହାକାଶ ଓ ସାମରିକ ଶିଳ୍ପ ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ବର () ରାଜ୍ୟରେ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଓ ଡାଉନଷ୍ଟ୍ରିମ ଶିଳ୍ପ ସହ ଏବେ ରାଜ୍ୟ ସରକାର ମହାକାଶ ଓ ସାମରିକ ଯନ୍ତ୍ରପାତି ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରସ୍ତୁତ ହୋଇଛି ଓଡିଶା ମହାକାଶ ଓ ସାମରିକ ଉତ୍ପାଦନ ନୀତି 2018…

ବିଧାନସଭା ଶୀତକାଳିନ ଅଧିବେଶନ ୧୬ରେ

ଆସନ୍ତା ୧୬ତାରିଖ ଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି । ଏହି ସମୟ ମଧ୍ୟରେ ୨୩ଟି କାର୍ଯ୍ୟକାରୀ ଦିବସ ରହିଛି । ଚଳିତ ଅଧିବେଶନରେ ଅଭିଜିତ ଆୟାରର ସ୍ୱାଧିକାର ଭଙ୍ଗ…

ହାତୀ ମୃତ୍ୟୁ ମାମଲାରେ ୩ଜଣଙ୍କୁ ଜିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ କମଳାଙ୍ଗରେ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେସୁର ବହିଷୃତ କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି, ମେରାମୁଣ୍ଡଳୀ ସେକସନ ଫରେଷ୍ଟ ଅଫିସର ପ୍ରଭାକର ରଣା ଓ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ୨୭ ତାରିଖ…

ଦୁଇଟି ବସ ପୋଡି ପାଉଁଶ

ଖଣ୍ଡଗିରିରେ ଜଳିଗଲା ବସ୍ । ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ୨ଟି ବସ୍ ଜଳିଯାଇଛି । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ବସ ଦୁଇଟି ଗତକାଲି ରାତିରେ ସେଠାରେ ପାର୍କିଂ କରାଯାଇଥିଲା । ତେବେ ବସ ଭିତରେ କେହି ନ…

ସୁନ୍ଦରୀକୁ ଧରିବ ଯଶୋଦା

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବାକୁ ପହଁଚିଛି କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି । ପ୍ରଥମରୁ ଖାଲି ହାତରେ ସୁନ୍ଦରୀକୁ ଧରିବା ପାଇଁ…

ମାଇଁ ହାର୍ଟ ବିଟସ୍ ଫର ହକିରେ ମିକା ସିଂ

ପ୍ରଥମ ଥର ପାଇଁ ବଲିଉଡର ପ୍ରକ୍ଷାତ ପ୍ଲେବ୍ୟାକ ସିଙ୍ଗର ମିକା ସିଂ ଓଡିଆ ଗୀତ ଗାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏହି ଗୀତକୁ ମିକା ରେକର୍ଡ କରିଛନ୍ତି ଏବଂ ଏହାକୁ ଭାରତୀୟ ହକି ଟିମ ପାଇଁ ଉସô୍ର୍ଗ କରିଛନ୍ତି । “ଆସ କରିବା ଏତେ ବୋବାଲ, ଓଡିଶା ନାଁ ହେବ…

ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ…

ଗୋଲ କିପରରୁ ଷ୍ଟ୍ରାଇକର ନବୀନ

ଭୁବନେଶ୍ବର () ଆଜି ଠାରୁ  ଆରମ୍ଭ ହେଲା ସ୍ପୋର୍ଟ ଲିଟିରେରି ଫେଷ୍ଟିଭାଲ 2018  । ଇମରଜିଙ୍ଗ ସ୍ପୋର୍ଟ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗର ମିଳିତ ଉଦ୍ୟମରେ ଏଭଳି ଏକ ମେଗା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଦେଶ ବିଦେଶର ଅନେକ କ୍ରୀଡା ତାରକା ଏହି ଫେଷ୍ଟିଭାଲରେ ଯୋଗ…

ମୂଳା ଖାଇବାର ଉପକାରୀତା

ମୂଳା ଏକ ସାମାନ୍ୟ ପରିବା ଓ ଏହା ସହଜ ଓ ଶସ୍ତାରେ ମଧ୍ୟ ମିଳିଥାଏ । ହେଲେ ଏହା ନିୟମିତ ସେବନ କରିବା ଦ୍ୱାରା ଆନେକ ରୋଗ ଭଲ ହୋଇଥାଏ । କ୍ୟାନ୍ସର, ଡାଇବେଟିଜ ଓ ଉଚ୍ଚ ରକ୍ତ ଚାପ ପରି ରୋଗ ଏହା ଦ୍ୱାରା ଭଲ ହୋଇଥାଏ । ମୂଳା ସାଧାରଣତଃ ଶୀତ ଋତୁରେ ମିଳିଥାଏ । ପ୍ରଚୁର ପୋଷକତତ୍ୱ ରହିଥାଏ…
Jouez gros ! Nine Casino verse de vraies récompenses.
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.