Odia News Portal

ସୁନ୍ଦରୀ ପାଇଁ ଛେଳି ବଳି

ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ଦୁଇ ଦିନ ହେଲା ଚାଲିଛି ସୁନ୍ଦରୀ ଖୋଜା । ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଆସିଲେ ଛେଳିକୁ ଛଡାଯିବ । ଏବଂ ଏହି ସମୟରେ ଚାରିପଟୁ…

ଜାମ୍ମୁ: ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଦିନକୁ ଦିନ ଜାମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କ।ଶ୍ମୀରର ଶ୍ରୀନଗରରେ ଆଜି ଭୋର ସକାଳୁ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ , ଶ୍ରୀନଗର ଉପକଣ୍ଟ ନୂଆଗାଁଠାରେ…

ଆୟରଙ୍କୁ ରିମାଣ୍ଡରେ ନେବ କୋଣାର୍କ ପୋଲିସ

ଝାରପଡା ଜେଲରେ ଅଭିଜିତଙ୍କ ପ୍ରଥମ ରାତି କଟିଛି । ତାଙ୍କୁ କୋଣାର୍କ ପୁଲିସ ୪ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅଭିଜିତଙ୍କ ବ୍ୟବହାର ସ୍ୱାଭାବିକ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଝାରପଡା ଜେଲରେ ପ୍ରଥମ ରାତିରେ କିଛି ଖାଇବାକୁ ମନା କରିଦେଇଛନ୍ତି । ଜେଲ ପକ୍ଷରୁ ତାଙ୍କୁ ରୁଟି…

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର () ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1984 ବ୍ୟାଚର ଆଇପିଏସ ଅଫିସର ଆର.ପି. ସିଂହଙ୍କୁ ଜେଲ ଡିଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଅତିରିକ୍ତ ଜେଲ ଡିଜି ବି.ଏନ. ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । 2000 ବ୍ୟାଚର ଆଇପିଏସ…

ଅନାଥ ଶିଶୁଙ୍କ ଦାୟିତ୍ବ ନେଲା ପ୍ରଶାସନ

ଗଜପତି () ତିତଲି ବାତ୍ୟାରେ ବାପାଙ୍କୁ ହରେଇଥିବା ଦୁଇଜଣ ଶିଶୁଙ୍କୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ମହେନ୍ଦ୍ରଗିରି ପର୍ବତରେ ଭୁସ୍ଖଳରେ ପ୍ରାଣ ହରେଇଥିବା ଶେଖର ଶବରଙ୍କ ଦୁଇ ସନ୍ତାନଙ୍କ ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ  । ସୁଆବା ଗାଁର ଶେଖର…

ଗିରଫ ହେଲା ଆୟାର

ଭୁବନେଶ୍ବର () ଓଡିଶା ବିରୋଧୀ ମନ୍ତବ୍ୟ ପାଇଁ ଗିରଫ ହେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ପୋଲିସ ଗିରଫ କରିଛି । ସେ କୋଣାର୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ସହ ଓଡିଶା ବିଧାୟକଙ୍କ ସମର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଗୃହ…

ନିର୍ବୋଧତା ପାଇଁ କ୍ଷମା ମାଗିଲେ ଆୟାର

ପୋଲିସ ହେପାଜତରେ ଆୟାର ବୈଜୟନ୍ତଙ୍କ ସହ ପୁରୀ, କୋଣାର୍କ, ଚିଲିକା ବୁଲିଛି ନଭେମ୍ବର 2ରେ ପୁଣି ଥରେ ହାଜିରା, ଦାଖଲ କରିବେ ସତ୍ୟପାଠ ଭୁବନେଶ୍ବର () : କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭା ଓ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା…

ଏ ବର୍ଷ ଶୀତ ଦିନେ ଉଷ୍ମ

ଭୁବନେଶ୍ବର () : ଏବର୍ଷ ସ୍ବାଭାବିକ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଶୀତ ଅନୁଭୁତ ହେବନି  । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀଠାରୁ ସ୍ବାଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ…

କେରଳ ବନ୍ୟା ପ୍ରପିଡିତକୁ ତ୍ରିବେଣୀର ସହାୟତା

ଭୁବନେଶ୍ବର: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସର ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ୭ହଜାରରୁ…

ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛି। ମୃତ ବାଳର ନାଁ ହେଲା ରାହୁଲ ବାରିକ। ସେହିପରି ନିଖୋଜ ଥିବା ବାଳକର ନା ହେଲା କାର୍ତ୍ତିକ ବାରିକ। ଏହି ଅଘଟଣଟି ଘଟିଛି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.