Odia News Portal

ବାବାଙ୍କୁ ଘାରିଛି ଓଡିଶା ଚିନ୍ତା

ଭୁବନେଶ୍ୱର() ବାବାଙ୍କୁ ଘାରିଛି ଓଡିଶା ଚିନ୍ତା । ବାବା ବନାଇବେ ଦ୍ବିତୀୟ କୋଣାର୍କ । ଦାରା ସିଂଙ୍କୁ ମୁକ୍ତି କରିବେ । ଏମିତି କଥା କହିଛନ୍ତି ଓମ୍ ବାବା । ଏହି ବାବା ଜଣଙ୍କ ହେଉଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଓମ୍ ବାବା । ବାବା ଏବେ ଓଡ଼ିଶାରେ ମାତିଛନ୍ତି । ବାବାଙ୍କୁ…

ପତ୍ନୀଙ୍କ ଏହି ଇଚ୍ଛାକୁ ପୂରଣ କରିପାରୁ ନାହାଁନ୍ତି ଅଭିଷେକ

ମୁମ୍ବାଇ() ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବର୍ୟ୍ୟାଙ୍କ ବିବାହକୁ ୧୩ ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କୁ ବଲିଉଡର ସବୁଠୁ ପାୱରଫୁଲ ଓ ସୁନ୍ଦର ଯୋଡି ବୋଲି କୁହାଯାଏ। ୨୦୦୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ଅଭି ଓ ଐଶଙ୍କ ବିବାହ ବଚ୍ଚନ ପରିବାର ବଙ୍ଗଳା ପ୍ରତୀକ୍ଷାରେ ହୋଇଥିଲା। ତେବେ…

ହଲିଉଡ ଯିବେ ବଲିଉଡର ଏହି ସୁପରଷ୍ଟାର

ମୁମ୍ବାଇ() ହଲିଉଡ ଯିବେ ବଲିଉଡ ସୁପରଷ୍ଟାର ସୁନୀଲ୍ ଶେଟ୍ଟୀ । ସୁନୀଲ୍ ଶେଟ୍ଟୀ ଏବେ ଏକ ହଲିଉଡ୍ ଫିଲ୍ମ କରୁଛନ୍ତି। ଫିଲ୍ମଟିର ନାଁ ‘କଲ୍ ସେଣ୍ଟର୍’। ଏଥିରେ ସେ ଜଣେ ପଞ୍ଜାବୀ ପୁଲିସ୍ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ଏହା ଏକ କଲ୍…

ଓଡିଶାରୁ ଛୁ ହେଲା ମୌସୁମୀ

ଭୁବନେଶ୍ୱର() ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ଗୋଟିଏ ସପ୍ତାହ…

‘ଫନୀ’ ପାଇଁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଚଳତ ବର୍ଷ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ । ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅନୁରୋଧ କରି କହିଛନ୍ତି ମୋ ଜନ୍ମଦିନରେ ନବୀନ ନିବାସ ନଆସି ଅନାଥାଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ…

ବଢିବ ୫ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର() ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ । ରେଳ ସୁରକ୍ଷା ବୈଠକ ପରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢିବ । ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ…

୫-ଟି ସଚିବଙ୍କ କେନ୍ଦ୍ରପଡା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କେନ୍ଦ୍ରପଡା() ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଆଜି କେନ୍ଦ୍ରପଡା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଂଚିଥିଲେ । ସେଠାରେ ସେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ…

ନୟାଗଡକୁ ଚାଲିଲା ସେବା ଏକ୍ସପ୍ରେସ

ଭୁବନେଶ୍ୱର() ଆଜି ନୟାଗଡ ପାଇଁ ଏକ ଐତିହାସିକ ଦିନ । ଆଜିଠାରୁ ଭୁବନେଶ୍ୱରରୁ ନୟାଗଡକୁ ସିଧାସଳଖ ଗଡିବ ସେବା ଏକ ଏକ୍ସପ୍ରେସ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ପିଉସ ଗୋଏଲ ଆଜି ଦିଲ୍ଲୀଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନ ଉସôବୋର କେନ୍ଦ୍ରମନ୍ତ୍ରୀ…

ପଟ୍ଟାମୁଣ୍ଡାଇ ସ୍କୁଲ ଯାଉଥିବା ସମୟରେ ୨ ଛାତ୍ରୀଙ୍କୁ ଅପହରଣ

ପଟ୍ଟାମୁଣ୍ଡାଇ : ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶୁଣ୍ଢୀୟ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ଅପହୃତ । ଦୁଇ ଛାତ୍ରୀ ଚତୁର୍ଥ ଶ୍ରେଣୀର ଅନୀତା ବାରିକ ଓ ପଞ୍ଚମ ଶ୍ରେଣୀର ଅନ୍ନପୂର୍ଣ୍ଣା ମଣ୍ଡଳ । ଦୁହିଁଙ୍କ ଘର…

ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା । ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.