Odia News Portal

କାଲି ଖୋଲିବ ନନ୍ଦନକାନନ

ଭୁବନେଶ୍ବର()  ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ ପ୍ରାଣୀଉଦ୍ୟାନ ଖୋଲିବ ବୋଲି କୁହାଯାଉଥିଲା ।ବୈଷୟିକ କମିଟି ପ୍ରାଣୀ ଉଦ୍ୟାନ ପରିଦର୍ଶନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।…

୨୧ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର()  ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।ବାତ୍ୟା ଫନି ପାଇଁ ବିଳମ୍ବିତ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଖୁବ ଶୀଘ୍ର ବାହାରିବାକୁ ଯାଉଛି। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ ବାହାରିବା…

ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଖେଳାଳି

ଭୁବନେଶ୍ବର : ଏଫଆଇଏଚ୍ ମେନ୍ ସିରିଜ୍ ଫାଇନାଲ ପାଇଁ ଭୁବନେଶ୍ୱରରେ ପହଂଚିଲେ ଭାରତୀୟ ହକି ଖେଳାଳି । ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲଙ୍କୁ ଅଣାଯାଇଛି। ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ…

ଚର୍ଚ୍ଚାରେ ଦୂତୀଙ୍କ ସମଲିଂଗୀ ସଂପର୍କ

ଚର୍ଚ୍ଚାରେ ଦୂତୀଙ୍କ ସମଲିଂଗୀ ସଂପର୍କ ।ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ସେ ଏନେଇ ଖୁଲାସା କରିଛନ୍ତି ଦୂତୀଙ୍କର ସାଥୀ ଜଣକ ଜଣେ ଝିଅ ।ତାଙ୍କର ଏହି ସାଥୀ ତାଙ୍କ ନିଜ ସହରର । ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରିନାହାନ୍ତି ସେ । ସୂଚନା ଅନୁସାରେ…

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ନେଇ ଡିଜିପିଙ୍କ ବୈଠକ

ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସେ ନେଇ ପୁଲିସ୍ ଡିଜି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୨ଟି ସ୍ଥାନରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି ହେବା ନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଡିଜିପି ସୂଚନା…

ବିଜେଡି ପ୍ରାର୍ଥୀଙ୍କୁ ଧମକ ଦେଇ ଜଣେ ଗିରଫ

ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଧମକ ଅଭିଯୋଗରେ ଜଣେ ଲୋକ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତଜଣକ କଟକର ଝାଂଜିରିମଙ୍ଗଳାରେ ଏକ ଭଡ଼ା ଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି କୁହାଯାଉଛି। ଅଭିଯୁକ୍ତକୁ ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗିରଫ କରିଥିବା…

ଶେଷ ପର୍ୟ୍ୟାୟ ଭୋଟିଂ ଜାରି

ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି…

୩୪ଟି ବୁଥରେ ସାନି ମତଦାନ ଆରମ୍ଭ

ଭୁବନେଶ୍ବର() ଆଜି ରାଜ୍ୟରେ ସାନି ମତଦାନ । ରାଜ୍ୟର ୧୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୪ଟି ବୁଥରେ ସାନି ମତଦାନ ଆରମ୍ଭ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ଭୋଟ ଗ୍ରହଣ । ତୃତୀୟ ପର୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ୟ୍ୟାୟର ୨୨ଟି ବୁଥ୍ରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା ।…

ଏହି ପୁରୁଷ କେବେ ବି ନାରୀଙ୍କୁ ଖୁସି ଦେଇପାରନ୍ତି ନାହିଁ ,ଜାଣନ୍ତୁ …

ଯେଉଁ ପୁରୁଷମାନେ ସବୁବେଳେ ମିଛ ବାହାନା କରିଥାଆନ୍ତି ତାଙ୍କଠୁ ଦୂରେଇ ରହିବା ଉଚିତ୍। କାରଣ ଏପରି ପୁରୁଷମାନେ କେବଳ ମିଛ କଥା କହିଥାଆନ୍ତି। ତାଙ୍କ କଥାର କୈାଣସି ଗ୍ୟାରେଣ୍ଟି ନଥାଏ ଯେ ସେ ବିବାହ ପରେ ଆପଣଙ୍କ ସବୁକଥା ଶୁଣିବେ ଏବଂ ରଖିବେ। ଯଦି ସେହି ପୁରୁଷ ଆପଣଙ୍କ କଥାକୁ ଗୁରୁତ୍ବ…

ଉଠାଦୋକାନୀ, କୁକୁଡା ଚାଷୀ ଓ ନଡିଆ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ଭୁବନେଶ୍ବର () ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସବୁ ସ୍ତରର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାସ୍ତାଗଡର ଉଠାଦୋକାନୀ, କୁକୁଡା ଚାଷୀ ଓ ନଡିଆ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.