Odia News Portal

କଟକରେ ନବୀନଙ୍କ ରୋଡ୍ ଶୋ

ସିଲଭର ସିଟିରେ ମେଗା ରୋଡ ସୋ’ କରିଛନ୍ତି ସୁପ୍ରିମୋ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ଟିକିଏ ଝଲକ ପାଇବା ପାଇଁ କଟକ ବିଭିନ୍ନ ଛକରେ…

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି । ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ? : ଶରଦ

ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି । କହିଛନ୍ତି, ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି । ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?…

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର (): ନିର୍ବାଚନ କମିଶନଙ୍କ ତତ୍ବାବଧାନରେ କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଆଜି ବିଜେଡ଼ି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି…

ମାଓବାଦୀଙ୍କ ଆକ୍ରମଣରେ ଟଳିଲେ ପୋଲିଂ କର୍ମଚାରୀ

ଆସନ୍ତାକାଲି ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଯାଉଥିବା ଏକ ପୋଲିଂ ପାର୍ଟି ଉପରକୁ ମାଓବାଦୀ ମାନେ ଗୁଳି ମାଡ କରିବା ଫଳରେ ଜଣେ ପୋଲିଂ କର୍ମଚାରୀଙ୍କା ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଫୁଲବାଣୀ ଜିଲ୍ଲା ଗୋଚ୍ଛାପଡା ନିକଟସ୍ଥ ବାରାଲା ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଗ୍ରାମ ରୋଜଗାର ସେବକ…

କାଲି ହେବ ୫ ଲୋକସଭା ଓ ୩୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସରିଲା ପ୍ରଚାର, ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ୫ଟି ଲୋକସଭା ଆସନ ଓ ୩୫ବିଧାନସଭା ଆସନ ପାଇଁ ହେବ ଭୋଟିଂ । ୫ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୩୫ ସାଂସଦ ପ୍ରାର୍ଥୀ। ସେହିପରି ୩୫ ଟି ବିଧାନସଭା ଆସନ ପାଇଁ ଓ ୨୪୪ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର…

ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌: ନବୀନ

ଆଜି ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ମୟୂରଭଞ୍ଜର ଜିଲ୍ଲାର ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି ନବୀନ । ନିର୍ବାଚନୀ ପ୍ରଚାର ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ…

ଜଣେ ଧମକ ଦେଲେ, ଆଉ ଜଣେ ସମଭ୍ରମତାର ସହ ସ୍ବାଗତ କଲେ

ଭୁବନେଶ୍ବର () ଅନେକ ସମୟରେ ରାଜନୈତିକ ମହଲରେ ଆଲୋଚନା ହୁଏ, ନବୀନ ପଟ୍ଟନାୟକ କାହିଁକି ଏବେ ବି ଲୋକପ୍ରିୟ ଏବଂ କ୍ରମାଗତ ଭାବେ କେମିତି 19 ବର୍ଷ ଧରି କ୍ଷମତାରେ ଅଛନ୍ତି । ଏହି ଭିଡିଓଟି ତାର ପ୍ରମାଣ । ଚାରି ଚାରି ଥରର ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଙ୍ଗ…

ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’

ଭୁବନେଶ୍ବର () ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ ଗଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ଅଭିମୁଖେ ଯାଇଛି । ମୋଦିଙ୍କ ବିଶାଳ…

ବିଜେପିର ଟଙ୍କିକିଆ ସ୍କିମ୍ ପ୍ରହସନ; ମିଛରେ ଚନ୍ଦ୍ରପୃଷ୍ଠକୁ ବି ନେଇଯିବେ

ଭୁବନେଶ୍ବର (): ଓଡ଼ିଶାବାସୀଙ୍କୁ ଟଙ୍କାକରେ ୫ କେଜି ଚାଉଳ, ଅଧ କିଲୋ ଡାଲି ଏବଂ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିର ଗୁମର ଖୋଲିଛି ବିଜୁ ଜନତା ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନ…

୧୮ରୁ ଖରା ଛୁଟି

ଭୁବନେଶ୍ୱର() ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ୪୦ ଡିଗ୍ରୀ ପାର ହେଲାଣି। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନ୍ଶାନ୍ ହୋଇଯାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ୍ ୧୮ ତାରିଖଠାରୁ ରାଜ୍ୟ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.