Odia News Portal

ସହିଦଙ୍କ ପରିବାରକୁ ଦିଆଯିବ ଆଇପିଏଲ ଉଦଘାଟନ ସମାରୋହ ଖର୍ଚ୍ଚ

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ…

ପରଦାକୁ ଆସିଲା ‘ଟୋଟାଲ ଧମାଲ’

ଆଜି ଫ୍ରାଇଡେ ରିଲିଜ୍ରେ ହଲକୁ ଆସିଲା କମେଡି ମୁଭି ଟୋଟାଲ ଧମାଲ। ଫିଲ୍ମରେ ଅଭିନୟ କରିଛନ୍ତି ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ । ୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ…

ଭାଇରାଲ ପ୍ରଶ୍ନପତ୍ରର ତଦନ୍ତ ହେବ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ଆଜି ପରୀକ୍ଷାର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେଇଥିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏଭଳି ହୋଇଥିବ ସେ ବିଶ୍ୱାସ କରୁନାହାନ୍ତି…

ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ ଅନୁÂିତ ହୋଇଯାଇଛି । ନିର୍ବାଚନ ସମୟରେ ନକ୍ସଲ ସମସ୍ୟା, ଗୁଇନ୍ଦା ସୂଚନା, ଅର୍ଥ କାରାବାର ଓ ଆଇନ ଶୃଙ୍ଖଳାପରିସ୍ଥିତି ସମ୍ପର୍କରେ ମୁ୍ଖ୍ୟତଃ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥିରେ ଓଡିଶା…

ଜଙ୍ଗଲଛାଡି ସହର ଭିତରେ ବୁଲିଲା ବାଘ

ରାଜଧାନୀ ଭୁବନେଶ୍ୱରରୁ ବାଘ ଆତଙ୍କ ଏପର୍ଯ୍ୟନ୍ତ ଦୂର ହେଲା ନାହିଁ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ କଲରାପତରିଆ ବାଘ ଆତଙ୍କରାଜ ଚଳାଇ ନାକେଦମ କରିବା ପରେ ଶେଷରେ ଧରା ହୋଇ ନନ୍ଦନକାନନକୁ ପଠାଯାଇଛି । କିନ୍ତୁ ରାଜଧାନୀବାସୀଙ୍କ ମନରୁ ଏପର୍ଯ୍ୟନ୍ତ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ ଧକ୍କା : ୩ ଗୁରୁତର

ଢେଙ୍କାନାଳ : ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ବାରିହାପୁର ଢାବା ନିକଟରେ ଶୁକ୍ରବାର ସକାଳ ୭ଟାରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ରଙ୍କ ସମେତ ୩ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାମର୍ଦ୍ଦା ଗ୍ରାମର…

ବିଧାୟକ ଦେବାଶିଷଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ଵର : ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବାକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଏତଲା ହୋଇଛି । ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ସୁଚନା ଅଧିକାର କର୍ମୀ ସୁବାଷ ମହାପାତ୍ର । ତେବେ ଗତକାଲି ପାକିସ୍ତାନୀ ମିଡ଼ିଆରେ ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବା…

ଡଙ୍ଗାରେ ପାର ହୋଇ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ

ପୁରୀ : ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ । ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ନଦୀରେ ବ୍ରିଜ କାମ ସଂପୂର୍ଣ୍ଣ ହୋଇନଥିବାରୁ ପ୍ରତି ବର୍ଷ ଜୀବନକୁ ବାଜି ଲଗାଇ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ନଦୀର ଅପରପାର୍ଶ୍ୱରେ ତାଳଦା…

ପୁଣି ଅଲୋଡ଼ା ହେଲା ଶଵ ! ଭିନ୍ନ ଜାତିରେ ବାହା ହୋଇଥିବାରୁ ମଲା ପରେ ମିଳିଲାନି କାନ୍ଧ

ବଲାଙ୍ଗୀର : ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ ଜାତି ପ୍ରଥା ଶେଷ ହୋଇ ନାହିଁ । ଆଦିବାସୀ ଓ ଅନୁନ୍ନତ ଅଂଚଳରେ ଏହି କୁସଂସ୍କାର ପ୍ରଥା ଅଧିକ ଗ୍ରାସିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା କୁର୍ତୁଲା ଗାଁରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି । ସୂଚନା…

ଆସିଲା ଭିଭୋ ଭି-୧୫ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ :  ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.