Odia News Portal

ଭାଲେଣ୍ଟାଇନ ସ୍ପେଶାଲ, ୧୦ହଜାର ଛାତ୍ରଛାତ୍ରୀ ନେବେ ଶପଥ ବିନା ଅନୁମତିରେ …

ବାପାମାଆଙ୍କ ସମ୍ମତି ବିନା ପ୍ରେମ-ବିବାହ ନ କରିବାକୁ ଗୁଜରାଟର ସୁରତ ଅଞ୍ଚଳରେ ହଜାର ହଜାର ସ୍କୁଲ୍ ପିଲା ଶପଥ ନେବାକୁ ଯାଉଛନ୍ତି। ଏହି ଅଭିନବ ଶପଥ ସେମାନେ ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ’ରେ ନେବେ ବୋଲି ଜଣାପଡ଼ିଛି । ହାସ୍ୟମେବ ଜୟତେ’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଏହି…

‘କିସ ଡେ’ ରେ ଜାଣନ୍ତୁ କିସର ପ୍ରକାରଭେଦ

କିସ କରିବାର କାରଣ ଜାଣନ୍ତି କି ? କିସ ପାଶ୍ଚାତ୍ୟ ସଭ୍ୟତାରୁ ଆସିଛି । ପାଶ୍ଚାତ୍ୟ ସଭ୍ୟତାରେ ଚୁମ୍ବନକୁ ଅତି ସାଧାରଣ କଥା ବୋଲି କୁହାଯାଏ । ହେଲେ ଏବେ କିନ୍ତୁ ତାହା ଆଧୁନିକ ଯୁଗରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଭଳି ସାଧାରଣ ଘଟଣା ହୋଇଯାରିଛି । ୨୦୧୩ ମସିହାରେ ଏକ ଗବେଷଣାରୁ ଜଣାପଡିଛି ଯେ…

ଭୁବନେଶ୍ୱରରେ କଂଗ୍ରେସ ସ୍କୃଟିନ କମିଟି ବୈଠକ

ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ରାହୁଲଙ୍କ ପଛକୁ ପି୍ରୟଙ୍କା ଗାନ୍ଧିଙ୍କ ଆବିର୍ଭାବ ପ୍ରତି କୋଣ ଓ ଅନୁକୋଣରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିପୁଳ ଉସ୍ôାହ ସୃଷ୍ଟି କରିଛି । ସେଇ ଉସ୍ôାହକୁ ନେଇ ଓଡିଶା କଂଗ୍ରେସରେ ମଧ୍ୟ ନିର୍ବାଚନ କସରତ ଆରମ୍ଭ ହୋଇଛି ।…

ତାରାଙ୍କ ମାଡରେ ହେମା ଟେରା

ବିଜେପି ନେତା ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଯେକି ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଏବେ ତାଙ୍କର ବିଜେଡି ମୋହ ଭଙ୍ଗ ହୋଇଛି । ହେମା ପୁଣି କଂଗ୍ରେସକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ…

୨୦୧୯ ନିର୍ବାଚନ ଲାଗି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର

ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର । ଆସନ୍ତା ୧୪ ଓ ୧୫ ତାରିଖରେ ବିଭିନ୍ନ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା। ଆଜି ସଂଧ୍ୟାରେ ସେ…

୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଭୁବନେଶ୍ବର: ରାଜଧାନୀରେ ଧଳା ଜହର ମାୟା। ଜବତ ହେଲା ୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର । ଜଣେ ବି-ଟେକ୍‌ ଛାତ୍ରଙ୍କ ଠାରୁ ୮୩ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ସାଲିଆ ସାହିରୁୁ ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଚୋରା ଚାଲାଣ ଅଭିଯୋଗରେ ଜଣେ…

ଘରେ କାଠ ବଂଶୀ ରଖିଲେ କ’ଣ ଲାଭ ହେବ ଆସନ୍ତୁ ଜାଣିବା

ଭୁବନେଶ୍ୱର : ଭଗବାନ କୃଷ୍ଣଙ୍କର ପ୍ରିୟ ହେଉଛି ବଂଶୀ। ଆମେ ଯହାକୁ ବଇଁଶୀ ବୋଲି କହିଥାଉ। ଶାସ୍ତ୍ର ଅନୁସାରେ ଏହା ଅତି ପବିତ୍ର। ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବଂଶୀ  ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ବିଭିନ୍ନ…

ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଲେ ଯୁବକ

ପଟ୍ଟମୁଣ୍ଡାଇ :  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଛି । ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଇଛନ୍ତି ଯୁବକ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତଦନ୍ତ ଆରମ୍ଭ କରିଛି ପଟ୍ଟାମୁଣ୍ଡାଇ ପୋଲିସର । ସୂଚନା…

ମାଓ କ୍ୟାମ୍ପ ଠାବ : ବହୁ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା : ଜଙ୍ଗଲରେ ମାଓକ୍ୟାମ୍ପ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ସନ୍ତୋଷପଡ଼ା ପଣ୍ଡିରିପାଣି ଜଙ୍ଗଲରେ ଥିବା ଏକ ମାଓ କ୍ୟାମ୍ପ ଉପରେ CRPF ପକ୍ଷରୁ ଚଢାଉ କରାଯାଇଛି। ଏଠାରୁ ୨ଟି ରାଇଫଲ୍‌, ବିସ୍ଫୋରକ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଛତିଶଗଡ଼ ସୀମାନ୍ତରେ ଥିବା…

ପରିବାର ଭିତରେ କିଭଳି ରଖିବେ ଭଲ ସମ୍ପର୍କ, ଆସନ୍ତୁ ଜାଣିବା

ସମାଜରେ ରହିବାକୁ ହେଲେ ପରିବାରଟିଏ ଜରୁରୀ । ପରିବାରକୁ ବାନ୍ଧି ରଖିବା ପାଇଁ କିଛି କଥା ମାନିବା ମଧ୍ୟ ଜରୁରୀ । ବର୍ତ୍ତମାନ ସମୟରେ ସ୍ୱାର୍ଥପର ହୋଇ ମଣିଷ ଆଉ ଯୌଥ ପରିବାରକୁ ଗ୍ରହଣ କରିବା ଲାଗି ରାଜି ନୁହେଁ । କାରଣ ଯୌଥ ପରିବାରରେ ଖୁସି ଯେତିକି ସେହି ପରିମାଣରେ କିଛି ତ୍ୟାଗ ବି କରିବାକୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.