Odia News Portal

ଖାଲି ମକା ନୁହେଁ ମକାର କେଶ ବି ଲାଭଦାୟକ

ମକାକୁ ରାନ୍ଧିକି ଲୋକମାନେ ଖୁବ୍ ମଜାରେ ଖାଇଥାନ୍ତି । ବଜାରରେ ମଧ୍ୟ ରାସ୍ତା କଡରେ ବର୍ଷା ଦିନମାନଙ୍କରେ ମକା ସିଝା ମକା ପୋଡା ମିଳିଯାଏ । ପ୍ରତ୍ୟେକ ଲୋକ ମକାକୁ ଘରକୁ ଆଣିବା ପରେ ଏହାର କେଶକୁ ଫିଙ୍ଗି ଦେଇଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ମକା ଠାରୁ ବହୁତ ଅଧିକ ମକା କେଶ…

କେଉଁ ରାଶିର ଝିଅ ପୁଅମାନଙ୍କ ଠାରୁ ଆଗରେ ରୁହନ୍ତି ?

ଆମ ପୁରୁଷ ପ୍ରଧାନ ସମାଜରେ ପୁଅମାନେ ସବୁବେଳେ ଆଗରେ ଝିଅମାନେ ସବୁବେଳେ ପଛରେ ଏ ଧାରଣା ବହୁ କାଳରୁ ଚଳିଆସିଛି । କିନ୍ତୁ ପ୍ରକୃତରେ ଯେ ଝିଅମାନେ ପୁଅମାନଙ୍କ ଠାରୁ ଅନେକ କ୍ଷେତ୍ରରେ ଆଗରେ ଥାନ୍ତି ଏକଥା ହୁଏତ ବହୁତ ଲୋକ ଜାଣିନଥାନ୍ତି । କିନ୍ତୁ ଏମିତି ରାଶିର କିଛି ଝିଅ ଅଛନ୍ତି ଯେଉଁମାନେ…

ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ ଓ ସେଲଫି

ଭୁବନେଶ୍ବର () ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରରେ ପହଁଚିଲେ ବିଶିଷ୍ଟ ବଲିଉଡ ସିଙ୍ଗର ଏ.ଆର. ରେହମାନ ।  ବିମାନବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ହକି ଇଣ୍ଡିଆର ଗୀତର ରିଲିଜ କରିଥିଲେ । ଏଥିସହିତ…

ନଈରେ ଭାସିଗଲେ ଦୁଇ ନାବାଳକ

ସୁବର୍ଣୃୂରେଖା ନଦୀରେ ୨ଜଣ ନାବାଳକ ଭାସି ଯାଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେଲିଦାରୁବୁଡି ଘାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘାଟରେ ଭାସୁଥିବା ଡଙ୍ଗାରୁ ପଇସା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ୨ନାବାଳକ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର…

ଦାମଙ୍କର ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’

ବିଜେଡିରୁ ବହିଷ୍କୃତ ନେତା ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶେଷରେ ନିଜର ନୂଆ ଦଳ ଗଠନ କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ ଏହି ଘୋଷଣା କରିଛନ୍ତି । ଏହି ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ଡାକ୍ତର…

ଖଣିରେ ଭୟଙ୍କର ବିସ୍ପୋରଣ

ଏମସିଏଲ କୁଲଡା ଓପନ କାଷ୍ଟ ଖଣିରେ ଭୟଙ୍କର ବିସ୍ପୋରଣ ଘଟି ଡ୍ରାଇଭର ସହ ଟିପର ଓଡିଯାଇଛି । ବିସ୍ପୋରଣ ଏତେ ଭୟଙ୍କରଥିଲା ଯେ ଏଥି ସହିତ ଆଉ ୨ଟି ଟିପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏ ବିସ୍ପୋରଣର କାରଣ ଜଣାପଡିନାହିଁ । ଏଭଳି କାଣ୍ଡ ଘଟିଛି ସୁନ୍ଦରଗଡର କୁଲଡା ଓପନକାଷ୍ଟ ଖଣିରେ । ଘଟଣା…

ଅପରାଜିତାଙ୍କ ମିଶ୍ରଣ ଦିଲ୍ଲୀ ବିଜେପି ଅଫିସରେ

ବିଜେପିରେ ଯୋଗଦେବେ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ୨୭ରେ ଦିଲ୍ଲୀରେ ବିଜେପିରେ ଯୋଗଦେବେ । ସେହିପରି ଆସନ୍ତା ୨୮ରେ ଓଡିଶା ଅପରାଜିତା ଆସିବେ । ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ସେପ୍ଟେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ…

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ଦଶଦିନ ଧରି ଚାଲିବ । ଆଜି ସଂଧ୍ୟାରେ ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା କଟକ ଉତ୍ସବ-୨୦୧୮ ଉଦଘାଟନ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ…

ଉଡାଣ ଯୋଜନାରୁ ବାଦ ପଡିଲା ଏୟାର ଓଡିଶା

ଭୁବନେଶ୍ବର () ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ । ଉଡାଣ ଯୋଜନାରେ ଏହି ବିମାନ ବନ୍ଦରରୁ ବିମାନ ଉଡାଣ ପାଇଁ ଏୟାର ଓଡିଶାକୁ ଦିଆଯାଇଥିବା ଲାଇସେନସକୁ ବାତିଲ କରିଦିଆଯାଇଛି ।   ଏୟାର ଓଡ଼ିଶାର ଲାଇସେନସକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି । ବିଭିନ୍ନ…

ପଦ୍ମ ଧରିବେ ଆପରାଜିତା

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ । ଦଳର ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଡିସେମ୍ବର ୧ ତାରିଖରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.